Fastest Odhisha News

ଅଫିସ ଭିତରେ ପଶି ପ୍ରଫେସରଙ୍କ ଗାଲରେ ନିଜ ପତ୍ନୀ ମାରିଲେ ଚପଲ ଚାପୁଡ଼ା… CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ

0

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ କଥା ଆପଣ ମାନେ ଜାଣିଥିବେ | ତେବେ ବହୁ ଚର୍ଚ୍ଚିତ ବ୍ରହ୍ମପୁର ୟୁନିଭର୍ସିଟି ରେ ପୂର୍ବରୁ ଦେଖା ଯାଇଥିବା ଘଟଣା ର ବିଷୟରେ ଆପଣ ମାନେ ତୋ ଜାଣିଥିବେ | ହେଲେ ଏବେ ଏବେ ବ୍ରହ୍ମପୁର ୟୁନିଭେର୍ସିଟି ରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବା ଲାଗିଛି | ଯେଉଁ ଭିଡ଼ିଓ ରେ କୌଣସି ଛାତ୍ର କିମ୍ବା ଛାତ୍ରୀ ର ଭିଡ଼ିଓ ଭାଇରାଲ ହେଇନାହିଁ ଭାଇରାଲ ହେଇଛି ଏମିତି ଏକ ଭିଡ଼ିଓ ଯାହାକୁ ଦେଖିଲେ ଆପଣଙ୍କ ହସ ଉଡିଯିବ | ହଁ ଦର୍ଶକ ବନ୍ଧୁ ତେବେ ଭାଇରାଲ ହେଇଥିବା ଭିଡ଼ିଓ ଯାହାଙ୍କୁ ଦେଖା ଯାଇଛି ସେ ହେଉଛନ୍ତି ବ୍ରହ୍ମପୁର ୟୁନିଭେର୍ସିଟି ର ଜଣେ ଇଂରାଜୀ ପ୍ରଫେସର ଯାହାଙ୍କୁ ଗୋଟିଏ ବନ୍ଦ କୋଠରୀ ଭିତରେ ରଖି ତାଙ୍କ ସ୍ତ୍ରୀ ଅଧା ଘଣ୍ଟା ଯାଏ ନିର୍ଧୁମ ଚପଲ ରେ ପିଟିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |

ତେବେ ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମହପୁର ୟୁନିଭେର୍ସିଟି ର ପ୍ରଫେସର ଓ ତାଙ୍କ ସ୍ତ୍ରୀ ଘରେଇ କଳି ଏବେ ବ୍ରହ୍ମହପୁର ୟୁନିଭେର୍ସିଟି ରେ ପହଞ୍ଚିଛି | ସୂଚନା ମୁତାବକ ବ୍ରହ୍ମପୁର ୟୁନିଭେର୍ସିଟି ର ଆସିଷ୍ଟାଣ୍ଟ ପ୍ରଫେସର ଅନିଲ କୁମାର ତୀରିୟା ଶନିବାର ଦିନ ପ୍ରାୟ 11.30 ମିନିଟ ରେ ହଠାତ ପ୍ରଫେସର ଙ୍କ ଧର୍ମ ପତ୍ନୀ ପାଟି ତୁଣ୍ଡ କରି ତିରିଆ ଙ୍କ ଚ୍ୟାମବାର ଭିତରକୁ ପୋଷି ଆସିଥିଲେ ଓ ଭିତରୁ କବାଟ ବନ୍ଦ କରି ସେହି ବନ୍ଦ କୋଠରୀ ରେ ଅଧା ଘଣ୍ଟା ଯାଏ ଚପଲ ରେ ପିଟିଛନ୍ତି ତାଙ୍କ ଧର୍ମ ପତ୍ନୀ ତାଙ୍କ ସ୍ୱାମୀ ଙ୍କୁ | ତେବେ ପାଟି ତୁଣ୍ଡ ଶୁଣି ୟୁନିଭେର୍ସିଟି ର ଅନ୍ୟ ପ୍ରଫେସର ମାନେ ଆସି କବାଟ ବାଡେଇଥିଲେ ମଧ୍ୟ ପ୍ରଫେସର ଙ୍କ ପତ୍ନୀ କିଛି ଉତ୍ତର ନ ଦେଇ ସେମିତି ଚପଲରେ ମାରିଚାଲିଥିଲେ |

ତେବେ ଯେତେବେଳେ ଅଧାଘଣ୍ଟାଏ ଯାଏଁ କବାଟ ଖୋଲା ଯାଇ ନଥିଲା ସେତେବେଳେ ପ୍ରଫେସର ମାନେ ଝରକା ଫାଟକ ଖୋଲି ଦେଖିଲା ବେଳେକୁ ଭିତରେ ଚାଲିଥିଲା ନିର୍ଧୁମ ମାଡ଼ | ତେବେ ଅଧା ଘଣ୍ଟା ପରେ ଯେତେବେଳେ ପ୍ରଫେସର ଙ୍କ ପତ୍ନୀ କବାଟ ଖୋଲିଥିଲେ ଓ ତାପରେ ୟୁନିଭେର୍ସିଟି ର ପ୍ରଫେସର ମାନେ ଦୁଇଜଣଙ୍କୁ ଏକାଠି କରି ଘଟଣା କୁ ଶାନ୍ତ କରିଥିଲେ |ତେବେ କୁହାଯାଉଛି ଯେ ଏମିତି ଘଟଣା ବ୍ରହ୍ମହପୁର ୟୁନିଭେର୍ସିଟି ର ପ୍ରଥମ ଥର ବୋଲି କୁହାଯାଇଛି | ତେବେ ଏନେଇ ୟୁନିଭେର୍ସିଟି ତରଫରୁ ଥାନାରେ କିଛି ଅଭିଯୋଗ ହେଇନାହିଁ ବୋଲି ଜଣା ପଡିଛି |

ତେବେ ଏହି ଘଟଣା ର କାରଣ ଅସ୍ପଷ୍ଟ ଥିଲା ବେଳେ ପୂର୍ଵରୁ ଘଟିଥିବା ବ୍ରହ୍ମପୁର ୟୁନିଭେର୍ସିଟି ର ଆଉ ଜଣେ ପ୍ରଫେସର ସେହି ୟୁନିଭେର୍ସିଟି ର ଜଣେ ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରିଥିଲେ ଯାହାର ଅଡିଓ ଭାଇରାଲ ହେଇଥିଲା | ତେବେ ସେହି ଘଟଣା ଏବେ ପର୍ଯ୍ୟନ୍ତ ବ୍ରହ୍ମପୁର ୟୁନିଭେର୍ସିଟି ରେ ବିଚାର ଧୀନ ରହିଛି ବୋଲି କୁହାଯାଇଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହାକୁ ନେଇ ଏବେ ସୁବୁଆଡେ ଚର୍ଚ୍ଚା ଧରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.