ଆଣ୍ଠୁ ଗଣ୍ଠି ବିନ୍ଧା ସମ୍ପୂର୍ଣ ଠିକ୍ କରିଦେବ କେବଳ ଏହି ଗୋଟିଏ ପତ୍ର। ଆଜି ହିଁ ଜାଣି ନିଅନ୍ତୁ ଏହି ଘରୋଇ ଅତି ସରଳ ଉପାୟ l
ବନ୍ଧୁଗଣ ପୁରାତନ କାଳରେ ଦେଖା ଯାଉଥିଲା ଲୋକମାନେ ବୁଦ୍ଧ ହେଲାପରେ ସେମାନଙ୍କର ଆଣ୍ଠୁ, ଗଣ୍ଠି, ଅଣ୍ଟା ଓ ହାତ ଆଦି ସ୍ଥାନରେ ବହୁ ଯନ୍ତ୍ରଣା ଅନୁଭବ କରୁଥିଲେ । ହାଡ଼ରୁ ଠକ୍ ଠକ୍ ଶବ୍ଦ ଶୁଭା ଯାଉଥିଲା । କିଛି ବି କାମ କରିବାକୁ ମନ ହେଉ ନଥିଲା । ଶରୀରରେ ଦୁର୍ବଳତା ରହୁଥିଲା, ପୂର୍ବ କାଳରେ ଏହା ୬୦/୭୦ ବୟସ ପରେ ଏମିତି ସମସ୍ୟା ଭୋଗିବାକୁ ପଡୁଥିଲା ।
ଆଣ୍ଠୁ ଗଣ୍ଠି, ଅଣ୍ଟା ଆଦି ରେ ଯନ୍ତ୍ରଣା ଓ ପୁରୁଷ ମାନଙ୍କ ଭିତରି ରୋଗ:-
ଆଜି କାଲି ପୁରୁଷ ମାନେ ରାତି ରାତି ଖରାପ ଭିଡ଼ିଓ ଦେଖି ନିଜର ଏନର୍ଜି କୁ ନଷ୍ଟ କରି ଦେଉଛନ୍ତି । ଯଦି ଆପଣ ଶରୀରର ଷଣ୍ଢ ଭଳି ଶକ୍ତିର ବଢାଇବାକୁ ଚାହାନ୍ତି ତେବେ ଆପଣ ଏହି ପାନ ପତ୍ରର ଚମତ୍କାର କାମ କରନ୍ତୁ । ଅଧିକାଂଶ ସମୟରେ ପାନକୁ ନେଇ ଲୋକ ମାନଙ୍କ ମନରେ ଭୁଲ୍ ଧାରଣ ରହିଥାଏ ସେମାନେ ଭାବି ଥାଆନ୍ତି ବହୁତ ବେକାର ଲୋକ ହୋଇଥାଏ ସେ ହିଁ ପାନ ଖାଇଥାଏ ।
ବାତ ପିତ୍ତ ଓ କାଫ
ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ହେଉଛି ଅଣ୍ଟା ରେ ଯନ୍ତ୍ରଣା ହେଉଛି ହାତରେ ଏବଂ ଗଣ୍ଠି ଆଦି ଜାଗାରେ ଯନ୍ତ୍ରଣା ହେଉଛି। କିଛି ବି କାମ କରିବାକୁ ମନ ହେଉନି, ଶରୀରରେ ଦୁର୍ବଳତା ବହୁତ ଅଧିକ ହେଉଛି । ଏବଂ ରକ୍ତ ର ଅଭାବ ମଧ୍ୟ ଦେଖା ଦଉଛି ଏବଂ ସମ୍ପୂର୍ଣ ଶରୀର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ କଷ୍ଟ ଅନୁଭବ ହେଉଛି ତେବେ ପ୍ରଥମ ଆପଣଙ୍କୁ ମିଠା ପାନ ପତ୍ର ସଂଗ୍ରହ କରିବାକୁ ପଡ଼ିବ ।
ଗୋଟିଏ ପାନ ପତ୍ର ନିଅନ୍ତୁ ଏବଂ ସେଥିରେ ଟିକେ ଚୂନ ଲଗାନ୍ତୁ । ଭାଗବତ ଋଷି କହିଛନ୍ତି ଶରୀରରେ ବାତ ସମ୍ବଦିତ ଯାହାବି ରୋଗ ଅଛି ଯେମିତିକି କ୍ୟାଲସିୟମ ଏହି ପରି ରୋଗ ପାଇଁ ଚୂନ ଠାରୁ ଅଧିକ ଲାଭ ଦାୟକ ଜିନିଷ ଆଜି ପର୍ଯ୍ୟନ୍ତ ସଂସାରରେ କିଛି ବି ବାହାରୁ ନାହିଁ।
ପ୍ରୟୋଗ:
ରାତିରେ ଶୋଇବା ସମୟରେ ଏକ ତମ୍ଭା ପାତ୍ରରେ ପାଣି ପୁରେଇ ରଖି ଦିଅନ୍ତୁ । ସକାଳୁ ସେହି ପାଣିକୁ ହାଲ୍କା ଉଷୁମ କରି ଧୀରେ ଧୀରେ ପିଇ ଦିଅନ୍ତୁ। ବନ୍ଧୁଗଣ ଦମ୍ଭା ପାତ୍ର ର ପାନି ମଧ୍ୟ ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ବହୁତ ଲାଭ ଦାୟକ ଅଟେ । ଏହା ପରେ ଏକ ପାନ ପତ୍ର ନିଅନ୍ତୁ ସେଥିରେ ଏକ ଚାଉଲ୍ ଦାନା ସଦୃଶ ଚୂନ ଲଗାନ୍ତୁ । ଏବଂ ଧୀରେ ଧୀରେ ଏହାକୁ ଚୋବାଇ ଖାଇ ନିଅନ୍ତୁ । ଶୀଘ୍ର ଖାଇବେ ନାହିଁ ନଚେତ ଚୂନ ଆପଣଙ୍କ ପାଟି ଖାଇ ଯାଇ ପାରେ । ଏହାର ସେବନ ପ୍ରତିଦିନ ନ କରି ଦିନେ ଛାଡି ଦିନେ କରନ୍ତୁ । ଏକ ମାସ ପର୍ଯ୍ୟନ୍ତ ଏହାର ପ୍ରୟଗ କରନ୍ତୁ ମାନେ ୧୫ ଦିନ ଏହାକୁ ସେବନ କରିବେ । ଏଠାରେ ଏହା ଧ୍ୟାନ ଦେବେ କି ୧ ମାସ ରୁ ଅଧିକ ଦିନ ଏହାକୁ ଖାଇବେ ନାହିଁ ।
ଏହାର ସେବନ କଲେ ଶରୀରରେ କ୍ୟାଲସୟମ ଅଭାବ ଯଦି ଥାଏ ଶରୀରରେ ଦୁର୍ବଳତା ରହିଥାଏ ଶରୀରରେ ପ୍ରତେକ ଅଙ୍ଗ ପ୍ରତେଙ୍ଗ ରେ ଯଦି କଷ୍ଟ ରହିଥାଏ । ଗଣ୍ଠିଆ ସମସ୍ୟା ଜଡି ଥାଏ ଖଟରେ ପଡ଼ି ଯାଉଥିବା ବ୍ୟକ୍ତି ଯଦି ମଧ୍ୟ ଏହାର ସେବନ୍ତ୍ କରେ ସେ ଚଲା ବୁଲା କରିବାକୁ ଲାଗେ ।