ଆସିଲା ମହା ବିପଦ ! କମିଗଲା ରାତି ଦିନର ସମୟ… ବଢ଼ିଗଲା ପୃଥିବୀର ଘୂର୍ଣ୍ଣନ ବେଗ… ଶୀଘ୍ର ଦେଖନ୍ତୁ
ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଦୃଶ୍ୟ ଭାଇରାଲ ହେଉଛି ଯାହା ସମଗ୍ର ମାନବ ଜାତିକୁ ଚିନ୍ତା ରେ ପକାଇଛି | ତେବେ କୁହାଯାଏ କି ସୂର୍ଯ୍ୟ ହେଉଛି ସକାଳ ଶକ୍ତି ର ଆଧାର | ଆଉ ଜୀବ ଜଗତ ଆଉ ସୌର ଜଗତ କୁ ନେଇକି ସୃଷ୍ଟି ହେଇଛି ଏହି ବିଶାଳ ଭୂମଣ୍ଡଳ | ତେବେ ସୌର ଜଗତ ଉପରେ ପୃଥିବୀରେ ବାସ କରୁଥିବା ଜୀବ ଜଗତ ସମସ୍ତେ ନିର୍ଭର କରିଥାନ୍ତି | ଆଉ ଆମେ ଜାଣିଛୁ କି ସୌର ଜଗତ କହିଲେ ଆମେ ସୂର୍ଯ୍ୟ ଙ୍କ ସହିତ ପୃଥିବୀ, ଚନ୍ଦ୍ର ଓ ସମସ୍ତ ଗ୍ରହ, ନକ୍ଷତ୍ର ଓ ଆହୁରି ଅନେକ ଜିନିଷ କୁ ବୁଝି ଥାଉ | ତେବେ ଯଦି ସେହି ସବୁ ଜିନିଷ ରେ ପରିବର୍ତ୍ତନ ଦେଖା ଯାଏ | ତେବେ ତାହା ସିଧା ସଳଖ ଆମ ଜୀବ ଜଗତ ଉପରେ ପ୍ରଭାବ ପକାଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ସବୁ ଘଟଣା ବିଷୟରେ ଆଲୋଚନା କରିବା, ଯାହାର ବ୍ୟତିକ୍ରମ ଯୋଗୁଁ ଆମ ଜୀବଜଗତର ଅସୁବିଧା ହେଉଛି |
ତେବେ ବର୍ତ୍ତମାନ ଯାହା ସୂଚନା ମିଳୁଛି କି ବଢିଯାଇଛି ପୃଥିବୀର ଘୁର୍ଣ୍ଣନ ସମୟ , ଆଉ ଯାହା ଯୋଗୁଁ ହେଉଛି ଶୀଘ୍ର ଦିନ ଆଉ ଶୀଘ୍ର ରାତି, ଦିନ ରାତି ହେବାର ସମୟ ମଧ୍ୟ କମିବାରେ ଲାଗିଛି |ତେବେ ପୂର୍ବ ଅପେକ୍ଷା ଅଧିକ ଜୋରରେ ଘୁରିବାକୁ ଲାଗୁଛି ସମୟ | ଯଦି ଆପଣଙ୍କୁ ମଧ୍ୟ ଲାଗୁଛି କି ପୃଥିବୀ ରେ ଏହି ଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି, ତାହେଲେ ଆପଣ ପୁରା ପୁରି ଠିକ ଭାବୁଛନ୍ତି | କାରଣ ବୈଜ୍ଞାନିକ ମାନଙ୍କର ମତ ଅନୁସାରେ ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରିବା ସହିତ ସୂର୍ଯ୍ୟ ଙ୍କ ଚାରିପରେ ଘୁରିଥାଏ ଆଉ ଯାହା ଯୋଗୁଁ ଦିନ ରାତି ଆଉ ୠତୁ ପରିବର୍ତ୍ତନ ହୋଇଥାଏ |
କିନ୍ତୁ ଏବେ ଯାହା ମତ ମିଳିଛି କି ପୃଥିବୀର ଘୁର୍ଣ୍ଣନ ଗତି ବଢ଼ିବାରେ ଲାଗିଛି, ଆଉ ଯାହା ଜୀବଜଗତ ଉପରେ ବିପଦ ପକାଉଛି | ତେବେ ଚଳିତ ମାସ ଜୁନ 29 ରେ ପୃଥିବୀ 24 ଘଣ୍ଟା ପରିବର୍ତ୍ତେ 1.59 ମିଲିସେକେଣ୍ଡ କମ ଘୁରିଛି | ତେବେ ଏହିଭଳି ଭାବରେ ଘୁରିବା ଯୋଗୁଁ ଆମ ମାନବ ସମାଜ ସହିତ ଆମ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପକାଇବା ସହିତ ଏହା ସୂର୍ଯ୍ୟାସ୍ତ ଆଉ ସୂର୍ଯ୍ୟାଦୋୟ ଉପରେ ବିଶେଷ ଭାବରେ ପ୍ରଭାବ ପକାଇବ ବୋଲି ଅନୁମାନ କରା ଯାଉଛି |
ତେବେ ବିଗତ କିଛି ଦଶନ୍ଧି କୁ ଯଦି ଆମେ ମାନେ ଅନୁଧ୍ୟାନ କରିବା ତାହେଲେ ସବୁଠାରୁ ଛୋଟ ଦିନ 29 ଜୁଆଇ 2020 ରେ ଦିନଟି 24 ଘଣ୍ଟା ପରିବର୍ତ୍ତେ 1.47 ମିଲି ସେକେଣ୍ଡ କମ ହୋଇଥିଲା, ସେହିଭଳି ଗତ ମାସ ଜୁଲାଇ 26ରେ ମଧ୍ୟ ଦିନଟି 1.05 ମିଲି ସେକେଣ୍ଡ କମ ରହିଥିବା ବେଳେ 29 ଜୁନ ମାସରେ ଆହୁରି ଛୋଟ ରହିଥିଲା ଦିନର ଅବଧି | ତେବେ ପୃଥିବୀ ରେ ଯେତେବେଳେ ଜୀବଜଗତ ନଥିଲେ ସେତେବେଳେ 12 ଘଣ୍ଟା ସମୟର ଅବଧି ଥିବା ବେଳେ ଗଛଲତା ସୃଷ୍ଟି ପରେ ଏହା 18 ଘଣ୍ଟା ହୋଇଥିଲା ଆଉ ଏବେ 24 ଘଣ୍ଟା ଥିବା ବେଳେ, ଏବେ ପୃଥିବୀ ର ଘୁର୍ଣ୍ଣନ ବଢ଼ିବାରେ ଲାଗିଛି, ଯାହା ଜୀବ ଜଗତ ଉପରେ ପ୍ରଭାବ ପକାଇବା ସହିତ ଏହି ଘଟଣା ଟି ସେସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।