Fastest Odhisha News

ଇତିହାସରେ ପ୍ରଥମ ! ଦେଶକୁ ଖୁସି ଆଣିଦେଲେ ଏହି ବାପା ଝିଅ… ଦେଖନ୍ତୁ

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଆମ ଭାରତ ର ଗର୍ବ ବଢାଇବା ସହିତ, ସମସ୍ତଙ୍କ ମୁହଁରେ ପ୍ରସଂଶା ମଧ୍ୟ ଖେଳାଇ ଦେଇଛି ତାହା ହେଉଛି, ବାପା ଓ ଝିଅ ଦୁଇଜଣ ମିଶିକି କାମ କରୁଛନ୍ତି ବାୟୁସେନା ରେ | ଆଉ ଦୁଇଜଣ ଯୁଦ୍ଧ ବିମାନଙ୍କୁ ଉଡାଇ ଆମ ଦେଶ ପାଇଁ ବହୁତ ବଡ଼ ଗର୍ବ ଆଣି ଦେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଘଟିଯାଇଥିବା ସେଭଳି ଏକ ଘଟଣା ଉପରେ ନଜର ପକାଇବା |

ତେବେ ଯାହା ସୂଚନା ମିଳିଛି କୁ ଭାରତ ଇତିହାସରେ ରଚିଲେ ଗୋଟିଏ ନୂଆ ନାମ | ବାପା ଓ ଝିଅ ଦୁଇଜଣ ଏକ ସାଙ୍ଗରେ ଇଡ଼ାଇଲେ ଯୁଦ୍ଧ ବିମାନ | ଆଉ ଯାହା ଭାରତ ପାଇଁ ପ୍ରଥମ ଥର ପାଇଁ ଗୋଟିଏ ଗର୍ବର କଥା ଆଉ ଯୋଉଠି ବାପା ଆଉ ଝିଅ ଉଭୟ ମିଶି ଉଡାଉଛନ୍ତି ଯୁଦ୍ଧ ବିମାନ |ତେବେ ବାପା ଆଉ ଝିଅ ଦିଇଜଣ ସାଙ୍ଗରେ ଯୁଦ୍ଧ ବିମାନଙ୍କୁ ଉଡାଇ ବେଶ ଖୁସି ଥିବାର ମଧ୍ୟ ନଜରକୁ ଆସିଛନ୍ତି | ତେବେ ଯୁଦ୍ଧ ବିମାନଙ୍କୁ ଉଡାଉଥିବା ଲୋକ ଜଣଙ୍କ ହେଉଛି ଭାରତୀୟ ବାୟୁ ସେନାର ଏୟାର କମାଣ୍ଡୋର ସଂଜୟ ଶର୍ମା ତାଙ୍କର ଏକମାତ୍ର ଝିଅ ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଙ୍କ ସହିତ ମିଶିକି ଇନ୍ଫୋରମେସନ ଉଡାନ ଉଡାଇଛନ୍ତି |

ତେବେ କୁହାଯାଇଛି କି ଭାରତ ଇତିହାସରେ ଏହା ପ୍ରଥମ ଥର ପାଇଁ ହେଉଛି, ତେବେ ଆଗରୁ ଏପରି ଦୃଶ୍ୟ କେବେବି ଦେଖିବାକୁ ମିଳିନାହିଁ ଭାରତର ଇତିହାସ ରେ | ତେବେ ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଭାରତୀୟ ବାୟୁ ସେନା ର ଯୁଦ୍ଧ ବିମାନ ଇନ୍ଫୋରମେସନ ଉଡାନ ଉଡାଇଛନ୍ତି |ତେବେ ଅନନ୍ୟା ଗ୍ରାଜୁଏସନ ସାରିବା ପୂର୍ବରୁ ଏହି ସବୁ ଯୁଦ୍ଧ ବିମାନଙ୍କୁ ଉଡାଣ କୁ ନେଇକି ପ୍ରଶିକ୍ଷଣ କରୁଥିଲେ |ଆଉ ସେହି ଯୁଦ୍ଧ ବିମାନ ଉଡାଇବାର ସୌଭାଗ୍ୟ ହାସଲ କରିଛନ୍ତି ଅନନ୍ୟା |

ତେବେ ଅନନ୍ୟା ଆହୁରି ମଧ୍ୟ କହିଛନ୍ତି କି ଯୁଦ୍ଧ ବିମାନ ଉଡାଇବା ତାଙ୍କର ପିଲା ଦିନରୁ ଇଚ୍ଛା ଥିଲା ଆଉ ସେ ଫ୍ଲାଇଙ୍ଗ ଆଇ ଇ ଏଫ ର ଫ୍ଲାଇଙ୍ଗ ପ୍ଲେନ କୁ ଉଡାଇବାକୁ ନେଇକି ଶିକ୍ଷା କରୁଥିଲେ ଆଉ ଯୋଉଁଥିପାଇଁ ସେ କୋଚିଂ ନେଉଥିଲେ | ତେଣୁ 2021 ରେ ସେ ବାୟୁସେନା ରେ ଯୋଗୁ ଦେଇଥିବା ବେଳେ ତାଙ୍କର ବାପା 1989 ମସିହାରେ ଯୋଗ ଦେଇଥିଲେ | ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.