Fastest Odhisha News

ଏହି ତାରିଖରୁ ଓଡିଶାରେ ପ୍ରବଳ ରୁ ପ୍ରବଳ ବର୍ଷା… ପାଣିପାଗ ବିଭାଗ ଦେଲା ସତର୍କ ସୂଚନା

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ପାଣିପାଗ କୁ ନେଇକି ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କଥା ଟି ଶୁଣିବାକୁ ମିଳିଛି | ଆଉ ଯୋଉଠି ଦେଖା ଦେଇଛି କି ଆସନ୍ତା ଦୁଇଦିନ ଭିତରେ ପାଣିପାଗ ରେ ବିଶେଷ ଭାବରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି | ଆଉ ଲୋକ ମାନେ ପ୍ରଚଣ୍ଡ ତାତିରୁ ମୁକ୍ତି ପାଇବେ ଆଉ ବର୍ଷା ରେ ଭିଜିବା ସାରା ଓଡିଶା | ଯାହା ଆଞ୍ଚଳିକ ପାଣିପାଗ ବିଭାଗ ର ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ପାଣିପାଗ ସୂଚନା ବିଷୟରେ ଟିକିଏ ନଜର ପକାଇବା |

ତେବେ ପାଣିପାଗ ବିଭାଗ ତରଫରୁ ଯାହା ସୂଚନା ମିଳିଛି କି ଆସନ୍ତା କାଲି ପାଖରୁ ଉପକୂଳ ଓଡିଶା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡଘଡି ସହିତ ବର୍ଷା ହେବାର ସୂଚନା ମିଳିଛି |ତେବେ 6 ତାରିଖ ସକାଳ ଠୁ ମାଲକାନଗିରି, କଳାହାଣ୍ଡି, କୋରାପୁର, ରାୟଗଡା,ନବରଙ୍ଗପୁର ରେ ବର୍ଷା ର ପରିମାଣ ବଢିବାର ସମ୍ଭାବନା ଥିବା ବେଳେ |ଏହିଭଳି 10 ଟି ଜିଲ୍ଲାରେ 6 ତାରିଖରେ ପ୍ରବଳ ବର୍ଷାକୁ ନେଇକି ୱେଲ ୱାରେଣ୍ଟ ଜାରି କରାଯାଇଛି | ତେବେ ଠିକ ସେହିଭଳି 7 ତାରିଖ ଦିନ ମଧ୍ୟ 10 ଟି ଜିଲ୍ଲାକୁ ୱେଲ ୱାରେଣ୍ଟ ଦିଆଯାଇଛି |

ଆଉ ଯାହା ଜଣା ପଡିଛି କି କାଲିଠୁ ପାଗ ବଦଳିବ ତାହା ସହିତ ଲୋକ ମାନେ ଖରା ତାତିରୁ ମଧ୍ୟ ମୁକ୍ତି ପାଇବେ, ଆଉ ଏହି ପାଣିପାଗ ସୂଚନା କୁ ନେଇକି ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି କି | କାଲିଠୁ ବର୍ଷା ର ପ୍ରଭାବ ଆରମ୍ଭ ହୋଇଯିବ ଓଡିଶା ରେ ତେବେ 7-13 ଭିତରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ,13-15 ମଧ୍ୟରେ ପୁଣି ବର୍ଷା ର ସମ୍ଭାବନା ରହିବ ଆଉ ଏମିତି 20 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ମିଳୁଛି |

ତାହା ବ୍ୟତୀତ ଯାହା ଜଣା ପଡୁଛି କି ଏହି ଜୁଲାଇ ମାସରେ ଯେଉଁ ବର୍ଷା ହେଇଥିଲା ତାହା ଠାରୁ ଏହି ବର୍ଷା ର ପରିମାଣ ଭଲ ରହିବ |ତେବେ ଲଘୁଚାପ ଜନିତ ବର୍ଷା ଆଉ ନିମ୍ନଚାପ ଜିନିତ ବାୟୁରେ ପ୍ରଭାବରେ ଗୁଜୁରାଟ ଆଉ ଓଡିଶା ରେ 7-15 ଯାଏ ବହୁତ ଭଲ ବର୍ଷା ହେବାର ସୂଚନା ମିଳିଛି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.