Fastest Odhisha News

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା ମାତ୍ର ୫୯ ଟଙ୍କାରେ ମିଳିବ ପେଟ୍ରୋଲ ଏବଂ ଡିଜେଲ…

0

ତେବେ ବନ୍ଧୁଗଣ ଆପଣ ମାନେ ତ ବହୁତ ଭଲ ଭାବରେ ଜାଣିଥିବେ କି ପେଟ୍ରୋଲ ଆଉ ଡିଜେଲ ର ଦର ଦାମ କେଉଁ ଭଳି ଭାବରେ ଦିନକୁ ଦିନ ବଢ଼ିବାରେ ଲାଗୁଛି | ଆଉ ଯାହା ଦ୍ଵାରା ସାଧାରଣ ଲୋକଙ୍କ ଠୁ ଆରମ୍ଭ କରିବି ସମସ୍ତେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଆଉ ଯାହା ଯୋଗୁଁ ପରିବହନ କ୍ଷେତ୍ରରେ ରେ ମଧ୍ୟ ବାଧା ସୃଷ୍ଟି ହେଉଛି | ତେବେ ଏଭଳି ଅବସ୍ଥାରେ ଏକ ବଡ଼ ଘୋଷଣା ହୋଇଛି ଆମର ପରିବହନ ମନ୍ତ୍ରୀ ଙ୍କ ତରଫରୁ, ଆଉ ଯେଉଁଠି ଶୁଣିବାକୁ ମିଳୁଛି କି ପେଟ୍ରୋଲ ଆଉ ଡିଜେଲ ର ଦାମ ଶସ୍ତା ହେବାକୁ ଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ଜାଣିଛୁ ଦେଶ ବହୁତ ଦିନ ଧରି ପେଟ୍ରୋଲ ଓ ଡିଜେଲ ର ଦରଦାମ ବଢିରୋହିଥିବା ବେଳେ ସାଧାରଣ ଲୋକମାନେ ଏନେଇ ଚିନ୍ତା ରେ ଥିଲେ | ତେବେ ଏହି ପେଟ୍ରୋଲ ଓ ଡିଜେଲ ର ଦରବୃଦ୍ଧି ଯୋଗୁଁ ଲୋକମାନେ ସେମାନଙ୍କ ଗାଡି ଘରେ ପାକିଂ କରି ରଖିଥିବା ର ମଧ୍ୟ ଦେଖା ଯାଇଛି | କରଣ ଦେଶ ଲକ୍ଷ ଲକ୍ଷ ଲୋକ ଦେଶ ତାଙ୍କର ସ୍ୱଳ୍ପ ଆୟ ଓ ପେଟ୍ରୋଲ ଡିଜେଲ ର ଦରବୃଦ୍ଧି କୁ ଦୃଷ୍ଟି ରଖି ସେମାନେ ସେମାନଙ୍କ ଗାଡି କୁ ଘରେ ପାକିଂ କରି ରଖିଥିଲେ | ତେବେ ସୂଚନା ଅନୁଯାୟୀ ଲୋକଙ୍କୁ ଦୃଷ୍ଟି ରଖି ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସରକାର ଏକ ନୂଆ ଉପାୟ ବାହାର କରିଛନ୍ତି ବୋଲି କୁହା ଯାଇଛି |

ଆଉ ମିଳିଥିବା ସୂଚନା ଅନୁଯାୟୀ ସରକାର ଫ୍ଲେକ୍ସ-ଇନ୍ଧନ ଉପରେ ଧ୍ୟାନ ଦେଇଛନ୍ତି | କୁହାଯାଇଛି ଯେ ଆସନ୍ତା 6 ମାସ ଭିତରେ ଫ୍ଲେକ୍ସ ଇନ୍ଧନ କାର ଆଣିବା ପାଇଁ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ କାର କମ୍ପାନୀ ସହିତ କଥା ଆଲୋଚନା ଚାଲିଛି | ତେବେ ଏହି ଫ୍ଲେକ୍ସ ଇନ୍ଧନ ହେଇଛି ଏକ ଇନ୍ଧନ ଯାହା ମାଧ୍ୟମ ରେ ଆମେ ଇଥାନଲ ସହିତ ମିଶ୍ରିତ ଇନ୍ଧନ ରେ ଆମେ କାର ଚଳାଇପାରିବା | ତେବେ ବିଶେଷଜ୍ଞ ଙ୍କ ମତ ଅନୁଯାୟୀ କୁହଗାଇଛି ଯେ ପେଟ୍ରୋଲ ଏବଂ ମିଥାନଲ କିମ୍ବା ଇଥାନଲ ରୁ ମିଶ୍ରଣ ରୁ ନିର୍ମିତ ଫ୍ଲେକ୍ସଇନ୍ଧନ ହେଉଛି ଏକ ବିକଳ୍ପ ଇନ୍ଧନ | ଯାହା ପାଇଁ ପେଟ୍ରୋଲ ଉପରେ ଲୋକଙ୍କ ନିର୍ଭରଶୀଳତା ହ୍ରାସ ପାଇବ | ଯାହା ପାଇଁ ଲୋକ ବହୁତ ଉପକୃତ ହେବେ ବୋଲି କୁହାଯାଇଛି |

ତେବେ ଏହି ଇନ୍ଧନ ଯୋଗୁଁ ଦେଶରେ ଦେଖା ଦେଇଥିବା ପେଟ୍ରୋଲ ଓ ଡିଜେଲ ର ଦରବୃଦ୍ଧି ଉପରେ ପ୍ରଭାବ ପକାଇବ ବୋଲି ଜଣାପଡିଛି ଓ ସାଧାରଣ ଲୋକ ମଧ୍ୟ ଏହି ଇନ୍ଧନ ଅତି ସହଜରେ ବ୍ୟବହାର କରିପାରିବେ ବୋଲି ଜଣା ପଡିଛି |ତେବେ ପରିବହନ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏକ କାର୍ଯକ୍ରମ କହିଛନ୍ତି ଯେ କମ ମୂଲ୍ୟରେ ଏହି ଫ୍ଲେକ୍ସଇନ୍ଧନ ପ୍ରସ୍ତୁତ ହେଉଛି ଯାହା ସମସ୍ତ ଙ୍କ ପାଇଁ ସୁବିଧା ଓ ଶସ୍ତା ରେ ମିଳିପାରିବ |

ଯେଉଁଥି ପାଇଁ ବଜାରରେ ଦାମୀ କାର ଗୁଡିକ ର ମଧ୍ୟ ମୂଲ୍ୟ ହ୍ରାସ ପାଇବ ବୋଲି କହିଛନ୍ତି | ସେ ଏକଥା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ପାଇଁ ସାଧାରଣ ଲୋକମାନେ ଯେପରି ଭାବରେ ହଇରାଣ ହେଉଥିଲେ ଏହି ଇନ୍ଧନ ବଜାରକୁ ଆସିଲା ପରେ ଲୋକଙ୍କୁ ଆଉ କଷ୍ଟ ଦେଇପାରିବନି ବୋଲି କୁହାଯାଇଛି |ଯାହା ଏବେ ଏହି ଘଟଣା ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.