Fastest Odhisha News

ଗୁଡ ରେ କରନ୍ତୁ ଏହି ଉପାୟ ଘରେ ଟଙ୍କା ର ହେବ ବର୍ଷା l ଶୀଘ୍ର ଦେଖନ୍ତୁ

0

ମୁଁ ଆଜି ଆପଣ ମାନଙ୍କୁ କହିବି କିପରି ହେବ ଧନର ବର୍ଷା l ତାହାବି କିଛି ବଡ ଜିନିଷ ନୁହେଁ ତାହା ହେଉଛି ଗୁଡl l ଆପଣ ମାନେତ ନିଶ୍ଚିନ୍ତ ଜାଣିଥିବେ ଆଜିର ସମାଜରେ ଟଙ୍କା ନଥିଲେ ଆପଣକୁ କେହି ପଚାରନ୍ତି ନାହିଁ l ତେଣୁ ବଂଚିବା ପାଇଁ ଖାଦ୍ୟ ଯେମିତି ଦରକାର ଠିକ ସେମିତି ସମାଜରେ ପରିଚିତ ହେବାକୁ ହେଲେ ଟଙ୍କା ସେମିତି ଦରକାର l

ଆପଣମାନେ ଜାଣିଥିବେ ସମାଜରେ କେତେ ଲୋକ ଅଛନ୍ତି ଯେତେ ରୋଜକାର କଲେ ମଧ୍ୟ ପାଖରେ କେବେବି ଧନକୁ ରଖି ପାରନ୍ତି ନାହିଁ l ଯାହା ଦ୍ୱାରା ସେମାନେ ସବୁବେଳେ ଧାର କରଜରେ ବୁଡି ରହନ୍ତି l
କିନ୍ତୁ ଏହି ସମସ୍ୟାରୁ କେବେବି ବାହାରି ପାରନ୍ତି ନାହିଁ

Astrology of Diabetes – Diabetes Astrology

କଣ ଆପଣ ମାନେବି ଏହି ସମସ୍ୟାରେ ବୁଡି ରହିଛନ୍ତି କି l ତାହାଲେ କରନ୍ତୁ ଏହି ଉପାୟ ଯାହାଦ୍ୱାରା କେବେବି ଧନର ଅଭାବ ରହିବ ରହିବ ନାହିଁ l
ଏଥି ପାଇଁ ବେଶୀ କିଛି ଖର୍ଚ କରିବାକୁ ପଡି ବନି ମାତ୍ର କିଛି ଗୁଡ ଦ୍ୱାରା ହୋଇପାରିବ ଏହାର ସମାଧାନ l

1. ଯଦି ନିଜର ମନସ୍କାମନା ପୂରଣ ଓ ଧନ ପ୍ରାପ୍ତି ପାଇଁ ଚାହୁଁ ଛନ୍ତି l ତାହାଲେ କିଛି ଗୁଡ଼ଓ କଏନ ନେଇ ଗୋଟିଏ ନାଲି କପଡ଼ାରେ ବାନ୍ଧି ଜଳ ସ୍ରୋତରେ ନମସ୍କାର କରି ଭସାଇଦିଅନ୍ତୁ l ଦେଖିବେ ନିଶ୍ଚିନ୍ତ ମନସ୍କାମନା ପୂରଣ ହେବ l

2. କିଛି ଛାତ୍ରଛାତ୍ରୀ ମାନେ ଅଛନ୍ତି ସେମାନେ ଯେତେ ପରିଶ୍ରମ କରି ପାଠ ପଢିଲେବି ସେମାନଙ୍କର ପାଠ ମନେ ରହେ ନାହିଁ l ଯାହା ଦ୍ୱାରା ସେମାନେ ପରୀକ୍ଷାରେ ପାସ କରି ପାରନ୍ତି ନାହିଁ l ତାହାଲେ ଗାଈକୁ କିଛି ଗୁଡ ଖାଇବାକୁ ଦିଅନ୍ତୁ l ଦେଖିବେ ଗାଈ ଯଦି ସବୁ ଗୁଡ଼କୁ ଚାଟି ଖାଇଦେଲା ତାହାଲେ ନିଶ୍ଚିତ ପରୀକ୍ଷାରେ ଉତୀର୍ଣ୍ଣ ହେବେ l

3. କିଛି ଲୋକଙ୍କର ସବୁବେଳେ ନୀତିଦିନିଆ ଜୀବନରେ କିଛି ନାଁ କିଛି ଆକସିଡେଣ୍ଟ ହୋଇ ଥାଏ l
ତେବେ ଏହି କଷ୍ଟରୁ ବଞ୍ଚି ବାକୁ ହେଲେl
ହନୁମାନ ମନ୍ଦିରରେ 5ପୁଟୁଳା ଗୁଡ଼କୁ ଭୋଗ ଲଗାନ୍ତୁ ଓ ସେହି ଗୁଡକୁ ନିଜେ ସେବନ କରନ୍ତୁ ଦେଖିବେ ଆପଣ ସବୁବେଳେ ଦୁର୍ଘଟଣାରୁ ବଂଚିପାରିବେ l
ଏହାସହିତ ଭୋଗ ଲଗାଯାଇଥିବା ଗୁଡ଼କୁ ମଧ୍ୟ ଗାଈକୁ ଖାଇବାକୁ ଦେବେ l

4.ଘରେ ଯଦି ସବୁବେଳେ ଝଗଡା ଲାଗି ରହୁଥାଏ l
ତାହାଲେ କରନ୍ତୁ ଏହି ଉପାୟ ଯାହାଦ୍ୱରା କେବେବି ଆପଣଙ୍କର ଘରେ ହେବ ନାହିଁ ଝଗଡା l ଉପାୟଟି ହେଲା କିଛି ଗୁଡକୁ ନେଇ ଘରେ ଥିବା ଯେକୌଣସି ମାଟି କୁଣ୍ଡରେ କିଛି ଗୁଡ଼କୁ ପୋତି ଦିୟନ୍ତୁ l ଆଉ ଦେଖନ୍ତୁ ସେହି ଦିନଠାରୁ କିଭଳି ଘରେ ଝଗଡାର ମାତ୍ର କମିଯିବ l ଆଉ ଘରେ ଖାଲି ଖୁସି ହିଁ ଖୁସି l

Leave A Reply

Your email address will not be published.