ଗୃହରେ କେଉଁ ଜାଗାରେ ବେଲ ଗଛ ରହିଲେ ହୋଇଥାଏ ଧନର ବର୍ଷା ଓ କେଉଁଠି ରହିଲେ ହୋଇଥାଏ ସର୍ବନାଶ l
ବେଲ ଗଛ ସମଗ୍ର ସଂସାର ର ଦୁର୍ଲଭ ଅଟେ l ତାର ଦୁର୍ଲଭତା ଆଉ ଔଷଧୀୟ ଗୁଣ ପାଇଁ ସମସ୍ତ ଦେବା ଦେବୀ ଓ ସବୁ ଲୋକମାନଙ୍କର ପ୍ରିୟ ହୋଇଥାଏ l ପୁରାଣ ଆଉ ଶାସ୍ତ୍ର ଅନୁସାରେ ମା ଲଷ୍ମୀ ଙ୍କ କୃପାରୁ ବେଲ ଗଛ ର ସୃଷ୍ଟି ହୋଇଛି l ଯାହାକି ଆପଣ ମାନେ ବହୁତ କମ ଜାଣିଥିବେ l ଆଜି ଆମେ ସେହି ମହତ୍ୱପୂର୍ଣ ବିଷୟରେ ଜାଣିବା l
(1) ବେଲ ଗଛରେ ଶିବ ଏବଂ ପାର୍ବତୀ ରହିଥାନ୍ତି l ବେଲ ଗଛରେ ତ୍ରୀନାଥ ଭଗବାନ ରହିଥାନ୍ତି ( ବ୍ରୋମ୍ହା, ବିଷ୍ଣୁ, ମହେଶ୍ୱର ) l
ସବୁଦିନ ସକାଳୁ ଉଠି ବେଲ ଗଛରେ ପାଣିଦେଲେ ଶୁଭ ହୋଇଥାଏ l ସବୁଦିନ ଏହିପରି ଭାବରେ କଲେ ଶିବ ଓ ମା ଲଷ୍ମୀ ସନ୍ତୁଷ୍ଟ ହୁଅନ୍ତି l ଯେଉଁ ଲୋକ ଏମିତି କରେ ସେ ଲୋକ ମାନଙ୍କୁ ବଶୀଭୂତ କରିଥାଏ ଓ ଚାକିରୀ, ଵେବସାୟ କ୍ଷେତ୍ରରେ ସଫଳତା ଆଣିଥାଏ l ତା ସହିତ କୋଟିପତି ହେବାର କେହି ରକି ପାରିବେ ନାହିଁ l
(2) ବେଲ ପତ୍ର ସବୁ ଦେବୀ ଙ୍କର ପ୍ରିୟ ପତ୍ର ହୋଇଥାଏ l ଯାହାକି ଶୁଖିଯାଏ କିନ୍ତୁ ବସି ହୁଏ ନାହିଁ l ଏହି ବେଲ ପତ୍ର ରେ ଚନ୍ଦନ ଓ ସିନ୍ଦୁର ଲଗାଇ ଅର୍ପଣ କଲେ ଭଳା ହୁଏ l ମନୁଷ୍ୟ ର ସବୁ ମୋନାସ୍କାମନା ପୂର୍ଣ୍ଣ ହୁଏ l
(3) ବେଲ ଗଛର କlଠିକୁ ଚନ୍ଦନ ପରି ଘୁରେଇ ଦେବଦେବୀ ଙ୍କୁ ଅର୍ପଣ କଲେ କୋଟି ପୁଣ୍ୟ ମିଳେ l ମଣିଷ ଏହି କାଠିକୁ ଚନ୍ଦନ କରି ଟୀକା ଲଗାଇଲେ ସମସ୍ତ ଙ୍କୁ ଵଶ କରିଥାଏ l ଏହିପରି ନିଜର ଦିବ୍ୟ ଚେତନା ଜାତ ହୁଏ l ଏହା ସହିତ ସେ ଔଲକିକୋ ସ୍ଥିତି କୁ ଜାଣିପାରେ l ଏବଂ ସମସ୍ତ ସଂସାର ରେ ବିଜୟର ଲାଭ କରେ l
(4) ଚତୁର୍ଥୀ ଦିନ ଵା ସୋମବାର ଦିନ ବେଲ ଗଛ ମୂଳ ରେ ଧୂପ, ଦୀପ, ଭୋଗ ଅର୍ପଣ କରି ସେହି ଗଛରେ ର ଚେର କୁ ଏକ ଲାଲ କପୋଡ଼ାରେ ବଢ଼ି ଶରୀରରେ ଧାରଣ କଲେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବା ନାହିଁ l ଯେଉଁ ମାନଙ୍କର ସନ୍ତାନ ନ ହୁଏ, ଏହିପରି କଲେ ସନ୍ତାନ ପ୍ରାପ୍ତି ହୁଏ l
ଆସନ୍ତୁ ଜାଣିବା କେଉଁଠି ରହିଲେ ଶୁଭ ହୁଏ….
ଘରର ଉତ୍ତର କିମ୍ବା ଐଶାନ୍ୟ କୋଣରେ ରହିଲେ ଶୁଭ ହୁଏ ଏବଂ ଧନ ପାଇବାର ରାସ୍ତା ଖାଲିଯାଏ l ପଶ୍ଚିମ ରେ ରହିଲେ ଭଳା ସନ୍ତାନ ପ୍ରାପ୍ତି ହୁଏ l ଦକ୍ଷିଣରେ ରହିଲେ ଦୁର୍ଘଟଣା ହୁଏ l ବେଲ ଗଛରେ ଔଷଧୀୟ ଗୁଣ ଥିବା ଯୋଗୁ, ଏହାକୁ ପ୍ରତିଦିନ ସେବନ କଲେ ରୋଗ ସବୁ ଭଳା ହୁଏ l