ଟିଭି ଦୁନିଆର ଏହି 7 ଜଣ ଅଭିନେତ୍ରୀ ଅଟନ୍ତି ସବୁଠୁ ଅଧିକ ସୁନ୍ଦର, ନମ୍ବର 7 ଙ୍କର ତ କୋଟି କୋଟ
ବନ୍ଧୁଗଣ ବର୍ତ୍ତମାନ ର ଲୋକ ମାନେ ପ୍ରାୟତଃ ହିରୋ ଓ ହିରୋଇନ ମାନଙ୍କୁ ବହୁତ ପସନ୍ଦ କରନ୍ତି, ସେ ଟିଭି ସିରିଏଲ ର ହୁଅନ୍ତୁ ବା ଫିଲ୍ମ ର ହୁଅନ୍ତୁ l ସେମାନଙ୍କର ସୁନ୍ଦରତା ଓ ଡ୍ରେସ ପିନ୍ଧିବାର ଷ୍ଟାଇଲ ଲୋକଙ୍କୁ ପାଗଳ କରି ଦେଉଛନ୍ତି l ହିରୋ ଅପେକ୍ଷା ହିରୋଇନ ଙ୍କ ଡିମାଣ୍ଡ ଅଧିକ l ଲୋକ ମାନେ ଟିଭି ହିରୋଇନ ଅପେକ୍ଷା ଫିଲ୍ମ ହିରୋଇନ କୁ ବେଶୀ ପସନ୍ଦ କରନ୍ତି, ତାଙ୍କର ଡ୍ରେସ ପିନ୍ଧା ଷ୍ଟାଇଲ ଓ ତାଙ୍କର ସୌନ୍ଦର୍ଯ୍ୟ ପାଇଁ l କିନ୍ତୁ ଭଲ ଭାବରେ ଦେଖିବାକୁ ଗଲେ ସିରିଏଲ ର ବି ବହୁତ ସୁନ୍ଦରୀ ଅଛନ୍ତି l ଆସନ୍ତୁ ଜାଣିବା ସେହି ସୁନ୍ଦରୀ ମାନଙ୍କ ମଧ୍ୟ ରୁ ସାତ ଜଣ ସୁନ୍ଦରୀ ମାନଙ୍କ ବିଷୟରେ l
ଶ୍ରେନୁ ପାରିଖ :-
ଶ୍ରେନୁ ପାରିଖ ହେଉଛନ୍ତି ସେହି ସାତ ଜଣ ସୁନ୍ଦରୀ ମାନଙ୍କ ମଧ୍ୟ ରୁ ଜଣେ l ଯିଏ ସିରିଏଲ ଦୁନିଆରେ ତାଙ୍କର ଆକ୍ଟିଙ୍ଗ ଓ ସୌନ୍ଦର୍ଯ୍ୟ ର ଜଲବା ଦେଖାଇ ସମସ୍ତଙ୍କର ମନ ମୁଗ୍ଧ କରାଉଛନ୍ତି l ସେ ଏଵେ ଷ୍ଟାର ପ୍ଲସ ରେ ଦେଉଥିବା ଧାରାବାହିକ ସୋ “ଇସ୍କବାଜ” ରେ ଗୌରୀ ଭୂମିକା ରେ ଅଭିନୟ କରୁଛନ୍ତି l
ଜେନିଫର ୱିଗେଟ୍:-
ଜେନିଫର ହେଉଛନ୍ତି ଜଣେ ଆଗଧାଡି ର ଅଭିନେତ୍ରୀ l ସେ ଏତେ ସୁନ୍ଦର ଯେ ଫିଲ୍ମ ଇଣ୍ଡୋଷ୍ଟ୍ରି ର ହିରୋଇନ ମାନଙ୍କୁ ଫେଲ କରିଦେବେ l ସେ ତାଙ୍କର ଅଭିନୟ ପାଇଁ ଅଧିକ ଏମାଉନ୍ଟ ର ଚାର୍ଜ ମଧ୍ୟ ନିଅନ୍ତି l ତାଙ୍କ ଅଭିନୀତ “ବେହଦ”ଓ “ବେପନ୍ହା ” ସିରିଏଲ ମଧ୍ୟ ହିଟ ହୋଇଛି l
କାଞ୍ଚି ସିଂ :-
କାଞ୍ଚି ସିଂ ଦେଖିବା ପାଇଁ ବହୁତ ସୁନ୍ଦର l ସେ ଷ୍ଟାର ପ୍ଲସ ର ସିରିଏଲ “ଏ ଇସ୍କ କ୍ୟା କେହେଲାତା ହେ “ରେ ନଜର ଆସିଛନ୍ତି l ତାଙ୍କ ଅଭିନୟ ର ସରଳତା ସମସ୍ତଙ୍କୁ ପାଗଳ କରିଛି l ସେଥିପାଇଁ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି l
ଶିବାଙ୍ଗି ଯୋଶୀ :-
ଶିବାଙ୍ଗି ଯୋଶୀ ଦେଖିବା ପାଇଁ ସୁନ୍ଦର l ସେ “ଏ ରିସ୍ତା କ୍ୟା କେହେଲାତା ହେ “ରେ ନାଇରା ରୂପରେ ଦେଖିବା କୁ ମିଳନ୍ତି l ସେ ଅଭିନୟ ମଧ୍ୟ ବହୁତ ଭଲ କରନ୍ତି l
ଦୀପିକା ସିଂ :-
ଦୀପିକା ଦେଖିବା ପାଇଁ ବହୁତ ସୁନ୍ଦର, କେହି କେହି ତାଙ୍କୁ ଶ୍ରୀଦେବୀ ଭଳିଆ ଦେଖା ଯାନ୍ତି ବୋଲି ମଧ୍ୟ କହି ଛନ୍ତି l ସେ ‘ଦିଆ ଓର ବତୀ ହମ ‘ ସିରିଏଲ ରେ ସନ୍ଧ୍ୟା ନାମରେ ଅଭିନୟ କରିଛନ୍ତି l ଏବଂ ତାଙ୍କ ଅଭିନୟ ରେ ସମସ୍ତେ ମଧ୍ୟ ଖୁସି ଅନୁଭବ କରନ୍ତି l
କୃତିକା ସେଙ୍ଗର :-
କୃତିକା ଙ୍କ ର ଅଭିନୟ ମଧ୍ୟ ସୁନ୍ଦର l ସେ କଲର୍ସ ରେ ହେଉଥିବା ଧାରା ବାହିକ ସିରିଏଲ ‘କସମ ତେରେ ପ୍ୟାର କି ‘ରେ ତନୁଜା ଭୂମିକା ରେ ଅଭିନୟ କରୁ ଥିଲେ l ସେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର l
ଦିବ୍ୟଙ୍କା ତ୍ରିପାଠୀ :-
ଦିବ୍ୟଙ୍କା ସୌନ୍ଦର୍ଯ୍ୟ ରେ କିଛି କମ ନୁହନ୍ତି l ସେ ଷ୍ଟାର ପ୍ଲସ ର ସିରିଏଲ ‘ୟେ ହେ ମହାବତେ ‘ରେ ଇଷିତା ଭୂମିକା ରେ ଅଭିନୟ କରୁଥିଲେ l ସେ ଦେଖିବା କୁ ବହୁତ ସୁନ୍ଦର l ତାଙ୍କର ଅଭିନୟ କରିବାର ତରିକା ବହୁତ ସୁନ୍ଦର l ତାଙ୍କର ଅଭିନୟ ରେ ଲୋକ ଯେତିକି ମାହିର ନୁହନ୍ତି ତାଠାରୁ ଅଧିକ ତାଙ୍କର ରୂପ ପାଇଁ ମାହିର ଅଟନ୍ତି l ସେଥିପାଇଁ ସେ ସମସ୍ତ ଅଭିନେତ୍ରୀ ଙ୍କ ଠାରୁ ଅଧିକ ଇନକମ କରନ୍ତି l