ଦେଖନ୍ତୁ Shocking ଭିଡ଼ିଓ : ହଠାତ ଚଳନ୍ତା କାରରୁ ଖସିପଡ଼ିଲା ନିରୀହ ଶିଶୁ, ଆଉ ତା ପରେ…
ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଏଭଳି ଗୋଟିଏ ଘଟଣା ବିଷୟରେ ଭାଇରାଲ ହେଉଛି, ଯେଉଁ ଘଟଣା ବିଷୟରେ ଆପଣ ମାନେ ମଧ୍ୟ ଜାଣିଲେ ବିଶ୍ୱାସ କରି ପାରିବେ ନାହିଁ | ତେବେ ଆମେ ଜାଣିଛୁ କି ଛୋଟ ପିଲା ମାନଙ୍କୁ ଭଗବାନ ଙ୍କ ରୂପ ବୋଲି ମନାଯାଇଥାଏ | କିନ୍ତୁ ବର୍ତ୍ତମାନ ଯେଉଁଭଳି ଘଟଣା ଟି ଗୋଟିଏ ଛୋଟ ଶିଶୁ ଟି ସହିତ ଘଟିଛି ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ ଆଜିର ଜଣ ସମାଜ ଦିନକୁ ଦିନ କେତେ ତଳକୁ ଯିବାକୁ ଲାଗିଛି | ଆଉ ଲୋକ ମାନେ ନିଜର ମାନ ବିକତା କୁ କିପରି ଭାବରେ ହରେଇ ଚାଲିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଇଥିବା ସେହି ଘଟଣା ଟି ବିଷୟରେ ଅଧିକ କିଛି ଜାଣିବା |
ତେବେ ଆମେମାନେ ସମସ୍ତେ ଜାଣିଛୁ କି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି | କେତେକ ଭିଡିଓକୁ ଦେଖିଲେ ରାଗ ବି ଲାଗୁଛି ଆଉ ଆପଣ ଙ୍କ ମନରେ ଦୁଃଖ ମଧ୍ୟ ଆଣିଦେବ ଏପରି ଏକ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଛି | ଏହି ଭିଡିଓକୁ ଦେଖିବା ପରେ ଇଣ୍ଟରନେଟର ଲୋକମାନେ ଅଭିଭାବକଙ୍କ ଅବହେଳାକୁ ନେଇ ପ୍ରଶ୍ନ କରୁଛନ୍ତି ଓ ସେମାନଙ୍କୁ ବହୁତ ନିନ୍ଦା ମଧ୍ୟ କରିଛନ୍ତି |ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଚୀନରେ ଏକ ଛୋଟ ଶିଶୁ କାରର ଡୋରରୁ ବାହାରକୁ ଖସିପଡ଼ୁଥିବା ଦେଖିବାକୁ ମିଳିଛି |ଶିଶୁଟି ତଳକୁ ଖସିପଡ଼ିଛି, ହେଲେ ଡ୍ରାଇଭରକୁ ଏବିଷୟରେ ହୋସ୍ ବି ନାହିଁ |
ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚୀନର ସାଂଘାଇରୁ ସାମ୍ନାକୁ ଆସିଛି |ସାଂଘାଇର ନିଙ୍ଗବୋର ଏକ ଟ୍ରାଫିକ୍ ଛକରେ ଏକ କାର ଅଟକିଥିଲା |କାରରୁ ଶିଶୁଟି ବାହାରକୁ ବାହାରିଥିବା ଭିଡିଓରେ ଦେଖିବାକୁ ମିଳିଛି |କିନ୍ତୁ ଗାଡ଼ି ଚାଲିବା ମାତ୍ରେ ଶିଶୁଟି ହଠାତ୍ ରାସ୍ତାକୁ ଖସିପଡିଥିଲା । କିନ୍ତୁ ଡ୍ରାଇଭରକୁ ଏବିଷୟରେ ଜଣା ନାହିଁ ଓ ସେ ନଦେଖି ସେଠାରୁ ଗାଡ଼ି ନେଇ ଚାଲିଯାଇଥିଲା | ଏହି ସମୟରେ ସେଠାରେ ଅନ୍ୟ ଗାଡ଼ିଗୁଡ଼ିକ ଆସି ପହଞ୍ଚିଛି ଓ ଲୋକମାନେ ଶିଶୁକୁ ଉଠାଇ କଡ଼କୁ ନେଇ ଯାଇଥିଲେ | ସୂଚନା ଅନୁସାରେ, ଶିଶୁଟି ସାମାନ୍ୟ ଆହତ ହୋଇଛି |
Heights of Careless parents.#China – Child falls out of #car window in Ningbo, China. pic.twitter.com/rowxkQL62P
— Siraj Noorani (@sirajnoorani) August 3, 2022
ତେବେ ସମାଜ ରେ ଏଭଳି ମା ବାପା ମଧ୍ୟ ଅଛନ୍ତି ଯେଉଁ ମାନେ ବୁଲାସ ଆଉ ବେସନ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି | କିନ୍ତୁ ସେମାନଙ୍କର ଟିକିଏ ଅସାବଧାନତା ଯୋଗୁଁ ଯେ କାହାର କେତେ କ୍ଷତି ହେଉଛି ତାହା ନଜର କୁ ଆସି ନ ଥିବାର ଦେଖା ଦେଇଛି ଏହି ଭିଡିଓରେ |ଆଉ ଯୋଉଠି ବାପା ମା ହେଇକି ଗାଡ଼ି ରୁ ପିଲା ଟି ଖସି ପଡିବାର ଘଟଣା କୁ ଜାଣିପାରୁ ନାହାନ୍ତି, ଯାହା ଅତ୍ୟନ୍ତ ଲଜ୍ୟାର କଥା, ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।