ବର୍ତ୍ତମାନ ଦେଖିବାକୁ ଗଲେ ସମସ୍ତ ଘରେ ପିଲା ମାନେ ଦୁଷ୍ଟ ଓ କାହାକୁ ବି ସେମାନେ ସମ୍ମାନ କି ମାନନ୍ତି ନାହିଁ l ନିଜ ଇଚ୍ଛା ରେ ବଞ୍ଚିବା ପାଇଁ ଇଚ୍ଛା କରନ୍ତି l ଘରେ ସବୁବେଳେ ଝଗଡା ଝାଟି ଲାଗି ଋହେ ତେଣୁ ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ସରଳ ଉପାୟ ରେ କେମିତି ପିଲା କୁ ଭଲ ମାର୍ଗ କୁ ଆଣିବେ ଚାଲନ୍ତୁ ଜାଣିବା l ସାଧାରଣତଃ ଘରେ ପିଲା ର ଖରାପ କାମ ପାଇଁ ମାକୁ ବିଶେଷ ରୂପରେ ମେଡିଟେସନ ଅଭ୍ୟାସ ପ୍ରୟୋଗ ନିଜ ଛୁଆ ଉପରେ ନିଶ୍ଚିତ ଭାବରେ କରେ l ତେଣୁ ଏହି ପାଇଁ ଦୁଇ ତିନୋଟି ଉପାୟ ରହିଛି ଯେମିତିକି ଯେତେବେଳେ ରୁଷେଇ ତିଆରି କରୁ ଥିବେ ସେତେବେଳେ ଅଭ୍ଯାସ କରିବେକି ମୁଁ ପରମ ପବିତ୍ର ଆତ୍ମା ଅଟେ । ଯେତେବେଳେ ଖାଇବାକୁ ଦେବେ ସେତେବେଳେ କହିବ ଯେ ମୋ ଝିଅର କି ପୁଅର ଚିତ ଶାନ୍ତ ହୋଇଯାଉ ଓ ତାକୁ ସବୁ ଖୁସି ମିଳୁ ।
ମାଆ ମାନେ ସବୁବେଳେ ପିଲାକୁ ଭଲ ସାନ୍ତ୍ୱନା ଦେବେ । ଯଦି ବାପା ମାଆ ସବୁବେଳେ ଚିନ୍ତା କରିବା ସବୁ ସମସ୍ୟାର ସମାଧାନ ନୁହେଁ କି ମୋ ପିଲା ବିଗିଡି ଗଲାଣି କଣ ହେବେ ଓ ତାର ବିବାହ ବହୁତ କଷ୍ଟ ହୋଇଯିବ । ଏହା କଲେ ଛୁଆ ଆଡକୁ ଜୀବ ଓ ତାର ନେଗେଟିଭିଟି ରେ ବୃଦ୍ଧି ହେବ ।
ତେଣୁ ଯେତେବେଳେ ଝିଅ ଶୋଇ ଥିବ ସେତେବେଳେ ତାର ସବକନ୍ସିଅସ ମାଇଣ୍ଡ ସେତେବେଳେ ବହୁତ ଜାଗ୍ରତ ଥାଏ l ସେତେବେଳେ ତିନି ମିନିଟ ତାକୁ ଗୁଡ ଭାଇବ୍ରେସନ ଦିଅନ୍ତୁ । ପରମାତ୍ମା ସହିତ ନିଜର ସମ୍ପର୍କ ଯୋଡିକି ପ୍ରଥମେ ତାର ଭାଇବ୍ରେସନ ଗ୍ରହଣ କରନ୍ତୁ l ତାପରେ ଅଭ୍ଯାସ କରନ୍ତୁ ମୋ ଆତ୍ମାରୁ ସେ ଆତ୍ମାକୁ ଭାଇବ୍ରେସନ ଯିବାକୁ ଯେମିତିକି କିରଣ ଯାଉଛି । ତାପରେ ମନ ଭିତରେ ମାନେ ମନେ ତା ସହିତ କଥା ହୁଅନ୍ତୁ କି ତୁ ବହୁତ ଭଲ ଆତ୍ମା ଅଟୁ ଓ ବହୁତ ଚରିତ୍ରବାନ ଆତ୍ମା ଅଟୁ ।ତୁ ଆମ୍ର ମହାନ ଝିଅ ଅଟୁ ତୁ ଆମ କୁଳର ନାମ ରଖିବୁ । ତୁ ତୋର ଭବିଷ୍ୟତ କୁ ବହୁତ ଉଜ୍ଜଳ ଓ ଭଲ ବନେଇବ l ତୋ ଉପରେ ଭଗବାନଙ୍କ କୃପା ରହିଛି । ଏହି ଭଳି କଥା ସବୁବେଳେ କରନ୍ତୁ ମନେ ମନେ ଓ ଏହି ଭାଇବ୍ରେସନ ତାର ସବକନସିଅସ ମାଇଣ୍ଡକୁ ଯିବ ଓ ସବ କନ୍ସିଅସ ମାଇଣ୍ଡ ଏହାକୁ ଧୀରେ ଧୀରେ ଏହାକୁ ରିସିବ କରିବ । ଯେବେ ସେ ଗ୍ରହଣ କରିବା ତେବେ ତାର ଭୁଲର ଅନୁଭବ ହେବ ।
ସବୁ ଦିନ ଏହି ଏହି ଭଳି କହି ନିଜ ପିଲାକୁ ଗୁଡ ଭାଇବ୍ରେସନ ଦେବେ ଆଉ ମନେ ମନେ ତାଙ୍କ ସହିତ କଥା ହେବେ ଏମିତି କରିବା ଦ୍ଵାରା ସେ ବହୁତ ଭଲ ହେବ ସହିତ ତାର ସବୁ ଖରାପ ଗୁଣ ମଧ୍ୟ ଧୀରେ ଧୀରେ ଭଲ ହୋଇ ଯାଇ ଥାଏ l