Fastest Odhisha News

ପୁଣି ଆସିଲା ସାଙ୍ଘାତିକ ଅଭିଯୋଗ ! ଝିଅ ସୁଭଦ୍ରା ପଣ୍ଡାଙ୍କ ବାସନ୍ଦ ପଛର କାରଣ… ସମ୍ପତ୍ତି ହଡ଼ପ ପାଇଁ ଚକ୍ରାନ୍ତ !

0

ତେବେ ବନ୍ଧୁଗଣ ବେଶ କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ଗୋଟିଏ ମାତ୍ରା ଘଟଣା ଚାରିଆଡେ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ବାଲେଶ୍ୱର ର ଝିଅ ସୁଭଦ୍ରା କଥା ଟି | ତେବେ ସୂଚନା ଅନୁସାରେ ସୁଭଦ୍ରା କହିଥିଲେ କି ସେ ସାମାଜିକ ବାସନ୍ଦ ର ସ୍ୱୀକାର ହୋଇଥିଲେ | ଆଉ ସମାଜରେ ଜାତିଅଣା ମନୋଭାବ ଆଉ କୁ ସଂସାର ଯୋଗୁଁ, ତାଙ୍କୁ ଗୋଟିଏ ନୀଚ୍ଚ ଜାତିର ଝିଅ ବୋଲି ଭାବିକି ତାହା ଉପରେ ଅତ୍ୟାଚାର କରୁବା ପାଇଁ ଲାଗିଥିଲେ ମାନସିକ ଭାବରେ | ଆଉ ଯାହା ଫଳରେ କିଛି ଉପାୟ ନ ପାଇକି ଶେଷରେ ଝିଅ ଜଣଙ୍କ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଥିଲେ | ତେବେ ବର୍ତ୍ତମାନ ସମସ୍ତ ସତ୍ୟ ଧାରା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ର ଝିଅ ହେଉଛନ୍ତି ସୁଭଦ୍ରା | ତେବେ ଯାହା ଜାଣିବା କଥା କି ଝିଅଟି ଯେତେବେଳେ 1 1 ଦିନର ହୋଇଥିଲା ସେତେବେଳେ ସୁଭଦ୍ରା ଙ୍କ ବାପା ତାଙ୍କୁ ଆଣିକି ପଲିଥିଲେ | ଆଉ ସୁଭଦ୍ରା ଙ୍କ ବାପା ଜଣେ ବ୍ରାହ୍ମଣ ଘରର ଲୋକ ଆଉ ସୁଭଦ୍ରା ଙ୍କୁ ଯେଉଁଠି ଆଣିଥିଲେ ତାହା କୁଆଡେ ନୀଚ୍ଚ ଜାତିରୁ | ଆଉ ଯେଉଁଥିପାଇଁ ସାମାଜିକ କୁ ସଂସ୍କାର ର ଶିକାର ହେଇଛନ୍ତି ସୁଭଦ୍ରା |

ଆଉ ତାଙ୍କର ବାପା ଙ୍କର 8 ବର୍ଷ ହେଲା ମୃତ୍ୟୁ ଘଟିଛି, ଆଉ ପାଗିଳି ମା ଙ୍କୁ ନେଉକି ଦୁଃଖ ଆଉ କଷ୍ଟ ରେ ଜୀବନ ବିତାଉଛନ୍ତୁ ସୁଭଦ୍ରା ଆଉ ତାହା ସହିତ ଆର୍ଥିକ, ସାମାଜିକ ଆଉ ମାନସିକ ନିର୍ଯାତନା ର ସ୍ୱୀକାର ହେଉଛନ୍ତି ସୁଭଦ୍ରା | ଆଉ କାହା ଘରକୁ ନ ପୋଷିବା ଆଉ କାହା ସହିତ ନ ମିଶିବାକୁ ମଧ୍ୟ କୁହାଯାଇଛି ସୁଭଦ୍ରା ଙ୍କୁ | ଆଉ ଯାହାକୁ ସହିପାରି ନ ଥିଲେ ସୁଭଦ୍ରା, ଆଉ ଯେଉଁଥିପାଇଁ ଶେଷରେ ସୁଭଦ୍ରା ବାଧ୍ୟ ହୋଇକି ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିବାକୁ ଲାଗିଥିଲେ |

ତେବେ ଏପରି ସୁଭଦ୍ରା ର ସତ୍ୟ ସାମ୍ନାକୁ ଆସିଛି| ଆଉ ସୁଭଦ୍ରା ଙ୍କ ଆଧାର କାର୍ଡ ରେ ଦେଖିବାକୁ ମିଳିଛି କି ସୁଭଦ୍ରା ଙ୍କ ବାପା ଙ୍କ ନାଁ ନାହିଁ | କିନ୍ତୁ ସୁଭଦ୍ରା ଙ୍କ କହିବା କଥା କି ସେ ସମସ୍ତ ସାର୍ଟିଫିକେଟ ଦେଇଥିଲେ ଆଧାର କାର୍ଡ କାଢ଼ିବା ବେଳେ କିନ୍ତୁ ଆଧାର କାର୍ଡ ରେ ବାପା ଙ୍କ ନାଁ ନାହିଁ | ଆଉ ଯେଉଁଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି କି ସୁଭଦ୍ରା ଙ୍କ ମା ଙ୍କର ମୃତ୍ୟୁ ପରେ ତାଙ୍କ ବାପା ଙ୍କର ସମସ୍ତ ସମ୍ପତ୍ତି କି ସୁଭଦ୍ରା ଙ୍କୁ ନ ଦେଇ କିଏ ଜାଣି ଶୁଣି ହଡପ କରିବାର ଯୋଜନା କରିଛି | ଆଉ ଯେଉଁ ଘରଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.