ପ୍ରକୃତି ମିଶ୍ର ଙ୍କୁ ସାବାଡ଼ କରିବେ ଅଭିନେତ୍ରୀ ଅପରାଜିତା….
ତେବେ ବନ୍ଧୁଗଣ ପ୍ରକୃତି ମିଶ୍ର ଆଉ ବାବୁସାନ ଙ୍କର ପ୍ରେମ ସମ୍ପର୍କ କୁ ନେଇକି ସୃଷ୍ଟି ହେଇଥିବା ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଯାଉଛି | ଆଉ ଯାହା ଜଣା ପଡିଛି କି ହୁଏତ ଅପରାଜିତା ପ୍ରକୃତି ମିଶ୍ର ଙ୍କର ସିଧାସଳଖ ନାଁ ନ ନେଇ ପାରନ୍ତି | କିନ୍ତୁ ବାବୁ ଙ୍କ ସହିତ ତାଙ୍କର ସମ୍ପର୍କ କେମିତି ଥିଲା ସେ ବିଷୟରେ ବେଶ ଭଲ ଭାବରେ ଜାଣିଛନ୍ତି ଅପରାଜିତା ମହାନ୍ତି |ଆଉ ଯେଉଁ କାରଣ ପାଇଁ ଗତ ଦେଢ଼ ବର୍ଷ ହେଲାଣି ବାବୁସାନ ବଦଳି ଯାଇଛନ୍ତି, ଆଉ ଯେଉଁଥିପାଇଁ ତାଙ୍କର ସୁନାର ସଂସାର ଆଜି ଉଜୁଡି ଯାଉଛି |
ତେବେ ଅପରାଜିତା ଆହୁରି ମଧ୍ୟ ଗଣ ମାଧ୍ୟମ ଆଗରେ କହିଥିଲେ କି ବାବୁ ଘରେ ବେଶି ସମୟ ରହୁ ନ ଥିଲା ଆଉ ଯେତେବେଳେ ପଚାରିବ ସବୁବେଳେ ସାଙ୍ଗ ମାନଙ୍କ ସାଙ୍ଗରେ ରହୁଛି ବୋଲି କହିଥିଲା | ଆଉ ଯେଉଁଥିପାଇଁ ତାଙ୍କର ପରିବାର ମଧ୍ୟରେ ଆସନ୍ତି ସୃଷ୍ଟି ହେଇଥିଲା | ଆଉ ଅପରାଜିତା କହିଥିଲେ କି ତାଙ୍କର ଜଣେ ଅଭିନେତ୍ରୀ ସାଙ୍ଗ ଯାହା ପାଇଁ ସେ ଏମିତି କରୁଛନ୍ତି ବୋଲି |ଆଉ ସୁଯୋଗ ଅନୁଯାୟୀ ଦିନେ ବାବୁସାନ ଆଉ ପ୍ରକୃତି ଙ୍କୁ ଏକା ସାଙ୍ଗରେ ଦେଖିଥିଲେ ତୃପ୍ତି ଆଉ ଯେଉଁଥିପାଇଁ ପ୍ରକୃତି ସେମିତି ଗୋଟିଏ କାମ କରିବା ପାଇଁକି ବାଧ୍ୟ ହେଇଥିଲା |
ଆଉ ଦିନ ବିତିବା ସହିତ ବାବୁସାନ ଙ୍କ ସୁନା ସଂସାର ଫେରାଇବ ପାଇଁ ସମସ୍ତେ ଚାହୁଁଥିଲେ ଆଉ ଶେଷରେ ବାବୁସାନ ମଧ୍ୟ ତାଙ୍କର ଘରକୁ ଫେରି ଆସିଥିଲେ | କିନ୍ତୁ ପ୍ରକୃତି ନ୍ୟାୟ ପାଇଁ ପ୍ରଥମେ ଥାନା ଆଉ ପରେ ମାନ୍ୟବର ହାଇ କୋଟ ର ଦ୍ୱାରସ୍ଥ ହୋଇଥିଲେ | ଆଉ ଏବେ ଯାହା ଶୁଣିବାକୁ ମିଳିଛି କି ସମସ୍ତ ବାଦ ବିବାଦ ପରେ ମଧ୍ୟ ଅପରାଜିତା ଅଛନ୍ତି ତାଙ୍କର ବୋହୂ ତୃପ୍ତି ଙ୍କ ସହିତ | ଆଉ ଯାହା ଜଣା ପଡୁଛି କି ସିଏ ଏବେ ଲଢ଼ିବେ ଆଉ ପ୍ରକୃତି ମିଶ୍ର ଯେଉଁ ମାନହାନୀ ଅଭିଯୋଗ ନେଇକି 5 କୋଟି ଟଙ୍କା ର ଜବାବ ଦେଇଛନ୍ତି ତାର ଜବାବ ଦେବେ |
ଆଉ ଅପରାଜିତା ଆହୁରି ମଧ୍ୟ କହିଛନ୍ତି କି ସେ ଆଗରୁ ମଧ୍ୟ ତାଙ୍କର ବୋହୂ ସହିତ ଥିଲେ ଏବେବି ଅଛନ୍ତି | ଆଉ ଦୁଇଜଣ ମିଶିକି ପ୍ରକୃତି ମିଶ୍ରଙ୍କୁ ସାବାଡ଼ କରିବେ ବୋଲି | ଯାହା ଏବେ ଏହି ଘଟଣା ଟି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି | ଆଉ ଯାହାକୁ ଦେଖିକି ଲୋକ ମାନେ ବିଭିନ୍ନ ମତ ଦେଉଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।