Fastest Odhisha News

ପ୍ରେମିକ ଛାଡି ଦେଲା ବୋଲି ରାଗରେ 139 kg ରୁ ହୋଇଗଲେ ୭୦… ଏବେ ସାଉଥର ଏହି ହିରୋ ଙ୍କୁ ବି ତଳେ ପକାଇଦେବେ…

0

ହଁ ଦର୍ଶକ ବନ୍ଧୁ ଆଜି କାଲି ଦୁନିଆରେ ଭଲ ପାଇବା କିଛି ନୂଆ କଥା ନୁହେଁ | ହେଲେ ଏହି ଭଲ ପାଇବା ରେ ଏତେ ଯେ ଶକ୍ତି ରହିଛି ତାହା ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେଇଯିବେ | ହଁ ଆଜ୍ଞା ଆପଣ ଭଲ ପାଇବା ର ବହୁତ ପ୍ରକାର ର କାହାଣୀ ଶୁଣିଥିବେ | ଏହି ଭଲ ପାଇବା ରେ ପ୍ରେମିକ ଓ ପ୍ରେମିକା ଙ୍କ ମଧ୍ୟରେ ବିରହ ହେଲେ କେହି କେହି ଭଲ ରାସ୍ତା କୁ ଫେରିଆସନ୍ତି ତୋ ପୁଣି କେହି ସେହି ପ୍ରେମର ପ୍ରତାରଣା ନିଆଁ ରେ ନିଜକୁ ଶେଷ କରିଦେଇଥାନ୍ତି | ତେବେ ଏହିପରି ଭାବରେ ପ୍ରେମିକା ପାଇଁ ପ୍ରେମିକ ଜୀବନ ଦେଇଥିବା କଥା ମଧ୍ୟ ଆପଣ ମାନେ ଦେଖିଥିବେ | ତେବେ ଏପରି ଏକ ଘଟଣା ଏବେ ଏବେ ସୋସିଆଲ ମିଡିଆରେ ସାମ୍ନା କୁ ଆସିଛି ଯାହା ସମସ୍ତ ଙ୍କ ପାଇଁ ପେରଣା ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ପୂରା ଘଟଣା ବିଷୟରେ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି |

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବକ ଜଣେ ଯୁବତୀ ଙ୍କୁ ବହୁତ ଭଲ ପାଉଥିଲେ | ହେଲେ ଏହି ଭଲ ପାଇବା ଭିତରେ ଯୁବକ ଜଣଙ୍କୁ ହଠାତ ତାଙ୍କର ଓଜନ ଓ ମୋଟା ପଣ କୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଇଥିଲା ଓ ସେମାନେ ଦୁହେଁ ଦୁଇଜଣଙ୍କ ଠୁ ଅଲଗା ହେଇଯାଇଥିଲେ | ଅଲଗା ହେବା କାରଣ ଯୁବକ ଙ୍କୁ ଏତେ ମାତ୍ରା ରେ କଷ୍ଟ ଦେଇଥିଲା ଯେ | ସେ ନିଜକୁ ପରିବର୍ତ୍ତନ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ | ଅନ୍ୟ ଯୁବକ ଙ୍କ ପରି ଭାଙ୍ଗି ନ ପଡି ସେ ଭଲ ପାଉଥିବା ଯୁବତୀ ଙ୍କ କଥା କୁ ମନେ ରଖି ସେ ନିଜର ଓଜନ ଓ ମୋଟା ପଣ କମେଇବା ଜିମ ରେ ଯାଇ ପହଞ୍ଚି ଥିଲେ |

ତେବେ ସୂଚନା ମୁତାବକ ସେ ଯୁବତୀ ଙ୍କୁ ଭଲ ପାଉଥିବା ସମୟରେ ତାଙ୍କର ଓଜନ ଥିଲା 139 କିଲୋ ଓ xxxlର ଡ୍ରେସ ପିନ୍ଧୁଥିଲେ | ହେଲେ ପ୍ରେମ ର ବିରହ ତାଙ୍କୁ ଏମିତି ପରିବର୍ତ୍ତନ ଆଡ଼କୁ ନେଇଥିଲା ଯେ ସେ ଏକ ବର୍ଷ ମଧ୍ୟରେ ସେ ନିଜର ଓଜନ 139 ରୁ 70 କିଲୋ ପାରିବର୍ତ୍ତନ କରିବା ସହିତ ନିଜକୁ ଷ୍ଟାଇଲିସ ଓ ସୁନ୍ଦର ମଧ୍ୟ କରିଛନ୍ତି | ତାହା ସହିତ xxxlଡ୍ରେସ ପିନ୍ଧୁଥୁବା ଯୁବକ ଏବେ ସମ୍ଳ ସାଇଜ ର ଡ୍ରେସ ପିନ୍ଧୁଛନ୍ତି | ତେବେ ସେହି ଯୁବକ ଜଣଙ୍କ ହେଉଛନ୍ତି ଟିକଟକ ଷ୍ଟାର ଭାବେ ବେଶ ଜଣା ଶୁଣା ଯୁବି | ତାହେଲେ ଦର୍ଶକ ବନ୍ଧୁ ଜାଣିଲେ ତୋ ଏ ପ୍ରେମ ର ଏହିପରି ଶକ୍ତି ବିଷୟରେ ରେ ଏ ପ୍ରେମ କାହାକୁ ସବୁଦିନ ପାଇଁ ଜାଳି ମାରେ ତୋ, ଆଉ ପୁଣି କାହାକୁ ସଠିକ ମାର୍ଗ ଦେଖାଇଥାଏ |

ତାହେ ଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା କୁ ନେଇ ଏବେ ଚର୍ଚ୍ଚା ବିଷୟ ପାଲଟିଛି ଆଉ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣା ଟି ଚାରିଆଡେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.