Fastest Odhisha News

ବହୂ ବାଥରୁମ ରେ ଗାଧେଇଲା ବେଳେ ଶଶୁର କଲେ କିଛି ଏମିତି କାମ……… l

0

ବର୍ତ୍ତମାନ ଲୋକ ଭୋଗ ଲାଳସା ରେ ଏମିତି ଲିପ୍ତ ରହୁଛନ୍ତି ଯେ ବାପ, ଝିଅ, ଶଶୁର, ବହୂ କିଛି ସମ୍ପର୍କ ନ ମାନି ସମସ୍ତେ ସମସ୍ତଙ୍କ ଉପରେ ଖରାପ ନଜର ପକାଉଛନ୍ତି l ଯାହା ସମାଜ ପାଇଁ ଏକ ଲଜ୍ୟା ଜନକ କଥା l ବର୍ତ୍ତମାନ ଅଧିକାଂଶ ସମୟ ରେ ଟିଭିରେ ଖବର ଆସୁଛି ଯେ କଉଁଠି ବାପା ଝିଅ ବାହା ହେଲେଣି ତଃ କଉଁଠି ଭାଇ ଭଉଣୀ କୁ ରେପ୍ କଲାଣି l କଉଁଠି ବହୂ ଓ ଶଶୁର ବିବାହ କଲେଣି ତଃ କଉଁଠି ଶଶୁର ବହୁକୁ ଖରାପ ବ୍ୟବହାର ଦେଖେଇ ଲାଣି l ଏମିତି ବିଭିନ୍ନ ପ୍ରକାର ଅଜବ ଖବର ସମ୍ମାନା କୁ ଆସୁଛି l

ଆଜି ଆମେ ବି ଆପଣଙ୍କୁ କିଛି ଏମିତି ଖବର ବିଷୟରେ ଜଣେଇ ବାକୁ ଯାଉଛୁ l ଘଟଣା ଟି ହେଉଛି ରାଜଧାନୀ ପାଟଣା ର l ଏଠାରେ ବହୂ ଉପରେ ଶଶୁର ର ଖରାପ ଦୃଷ୍ଟି ବା ଅସଦାଚରଣ ଯୋଗୁଁ ଥାନାରେ ମାମଲା ରୁଜୁ ହୋଇଛି l ଖବର ମୁତାବକ ଶଶୁର ହେଉଛନ୍ତି ଆର୍ମି ରିଟାୟାର୍ଡ ଯବାନ l ଦିନେ ବହୂ ଓ ଶଶୁର ଘରେ ଏକା ଥିଲେ l ବହୂ ବାଥରୁମ କୁ ଗାଧେଇ ଯିବା ସମୟରେ ଶଶୁର ବହୁକୁ ଅସଙ୍ଗଯତ ଅବସ୍ଥା ରେ ତାଙ୍କ ସହ ଖରାପ କାର୍ଯ୍ୟ କରିବା ପାଇଁ ଯୋର ଜବରଦସ୍ତୀ କରିଛନ୍ତି l

नहाते समय ये 1 मंत्र बोलने से दूर हो सकता है बुरा समय और घर में बनी रहती है  सुख-समृद्धि | Speaking these 1 mantra while bathing can be away from bad

ବହୂ ଏହି ସମୟରେ ଜୋରରେ ପାଟିକରି ବଞ୍ଚାଅ ବଞ୍ଚାଅ ଚିଲେଇ ବାରୁ ପାଖ ପଡୋଶୀ ଲୋକ ଆସି ଶଶୁର ଙ୍କୁ ଅସଂଯତ ଅବସ୍ଥା ରେ ଶଶୁର କୁ ବାଥରୁମ ବାହାରକୁ ଟାଣି ଆଣି ତାକୁ ଉତ୍ତମ ମଧ୍ୟମ ଧୁଲାଇ କରିଛନ୍ତି l ମୁକାମାର ଗ୍ରାମ ର କିଛି ବଇଯ୍ୟଷ୍ଟ ବ୍ୟକ୍ତି ପଂଚାୟତ ବସାଇ ସମାଧାନ କଲେ କିନ୍ତୁ ବହୂ ସେଥିରେ ଶାନ୍ତି ନଥିଲେ l ତେଣୁ ସେ ମୁକାମାର ପୋଲିସ ଷ୍ଟେସନ ରେ ଯାଇ ଶଶୁର ନାଁ ରେ କେସ ଦାୟର କରିଛନ୍ତି l

ସେ ଅଭିଯୋଗ କରିଛନ୍ତି ଯେ ଆଗରୁ ମୋ ଶଶୁର ମୁଁ ଗାଧେଇ ଯିବା ସମୟରେ ଲୁଚି ଲୁଚି ଦେଖୁ ଥିଲେ କିନ୍ତୁ ମୁଁ ସେ କଥାକୁ ଏତେ ମୁଣ୍ଡ କୁ ନେଇ ନଥିଲି l ମୋ ସ୍ୱାମୀ ଆଜକୁ କିଛି ଦିନ ହେବ ବିକୃତ ମସ୍ତିଷ୍କ ରୋଗରେ ପୀଡିତ ଥିବାରୁ ତାଙ୍କୁ ପାଖ ହସ୍ପିଟାଲ ରେ ଆଡମିଟ କରା ଯାଇଛି ଏବଂ ମୋ ଶଶୁର ଏହି ସମୟର ଫାଇଦା ନେଇ ମୋ ସହ ଏଭଳି ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଛନ୍ତି lମୋତେ ନ୍ୟାୟ ମିଳୁ ବୋଲି ଆବେଦନ କରିଛନ୍ତି l

ଏହା ପରେ ପୋଲିସ ଵାଲା ଆସି ଅଭିଯୋଗ ମୁତାବକ ଶଶୁର ହାତରେ ହାତକଡ଼ି ପକେଇ ଥାନା କୁ ନେଇଛି l ଏବଂ ହାଜତ ରେ ପୁରେଇ ବହୁତ ମାଡ଼ ମାରିଛନ୍ତି l ଘଟଣା ର ସତ୍ୟତା ପାଇଁ ଶଶୁର କୁ ପଚରା ଉଚୁରା ଜାରି ରଖି ଛନ୍ତି l ଯଦି ଜଣେ ଦେଶର ରକ୍ଷକ ଆର୍ମିର ଯବାନ ହୋଇ ଏଭଳି କୁକର୍ମ କରି ବସିବେ ତା ହେଲେ ଆଉ କାହାକୁ କଣ ବୁଝା ଯିବ l ଏହା ଆମ ସମାଜ ପାଇଁ ଏକ ବହୁତ ବଡ଼ ଦୁଃଖ ର କାରଣ l

Leave A Reply

Your email address will not be published.