Fastest Odhisha News

ମହା ମହିମା ରାଷ୍ଟ୍ରପତି ଦ୍ରୌପଦୀ ( Draupadi ) ଙ୍କ ଅଭେଦ୍ୟ କାର୍ ବିଷୟରେ ଜାଣିଲେ ହୋସ ଉଡିଯିବ..

0

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ବେଶ ଭଲ ଭାବରେ ଜାଣିଥିବେ କି ଆମ ଦେଶ ରେ ରାଷ୍ଟ୍ରପତି ହେଉଛନ୍ତି ପ୍ରଥମ ନାଗରିକ | ଆଉ ଯାହାଙ୍କ ପାଇଁ ଆମ ଦେଶ ରେ ସ୍ୱତନ୍ତ୍ର ବ୍ୟବସ୍ଥା ମାନ ମଧ୍ୟ ରହିଛି | ଆଉ ତାଙ୍କର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ସୁବିଧା ଆଉ ସୁଯୋଗ ମାନ ମଧ୍ୟ ଯୋଗାଇ ଦିଆ ଯାଉଛି | ତେବେ ସେହି ଭଳି ସୁବିଧା ଆଉ ସୁଯୋଗ ର ଅଧିକାରିଣୀ ହେଉଛନ୍ତି ବର୍ତ୍ତମାନ ରାୟ ସେନା ର ରାଣୀ ଦ୍ରୌପଦୀ ମୁର୍ମୁ | ଯିଏ କି ଗୋଟିଏ ଗାଉଁଲି ଗାଁ ରୁ ଆସି ନିଜର ଦକ୍ଷତା ବଳରେ ଏତେ ବଡ଼ ସ୍ଥାନରେ ବସି ପାରିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଆଉ କଣ ସବୁ ସୁବିଧା ସୁଯୋଗ ଯୋଗେଉ ଦିଆଯାଇଛି ତାଙ୍କୁ ସରକାର ଙ୍କ ତରଫରୁ ଆସନ୍ତୁ ଜାଣିବା |

ତେବେ ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ଭବନ ଦେବା ସହିତ ଦିଆଯାଇଛି ଏକା ଅଭେଦ୍ୟ କାର, ଆଉ ସେହି କାର ରେ ରହିଛି ବିଭିନ୍ନ ପ୍ରକାରର ସୁବିଧା ଆଉ ସୁଯୋଗ |ତାଙ୍କ କାର କୁ ଯେହି ଛୁଇଁ ପାରିବ ନାହିଁ, ସେ ଗୁଳି ଫୁଟୁ ବା ବମ, ସେ ମିସାଇଲ ଆଟାକ ହେଉ ବା ଗ୍ରାନାଇଲ | କେହି ତାଙ୍କର କାର କୁ ଛୁଇଁ ପାଇବା ନାହିଁ କି କିଛି କ୍ଷତି ମଧ୍ୟ କରେଇ ପାରିବ ନାହିଁ |ଏହା ବ୍ୟତୀତ ଏହି କାର ବାୟୁ ପ୍ରଦୂଷଣ କୁ ମଧ୍ୟ ରୋକିବା, ତାହା ସହିତ ଯଦି ସେହି କାର ଉପରକୁ କୌଣସି ବିପଦ ଥାଏ , ତାହେଲେ ସୁରକ୍ଷା କାର୍ଯ୍ୟାଳୟ କୁ ସ୍ୱତଃ ପ୍ରଭୂତ ଭାବରେ ଖବର ପହଞ୍ଚିଯିବ |

ତେବେ ଏହି ଭଳି ସୁବିଧା ସୁଯୋଗ କେବଳ ଆମ ଭାରତର ରାଷ୍ଟ୍ରପତି ଙ୍କ ପାଖରେ ରହିଛି ବୋଲି ଜଣା ପଡିଛି | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ରାଷ୍ଟ୍ରପତି ଙ୍କ କାର ଭିତରେ କଣ ସବୁ ସୁବିଧା ରହିଛି |ତେବେ ରାଷ୍ଟ୍ରପତି ଚଢ଼ୁଥିବା କାର ଟିର ନାଁ ହେଉଛି ମାର୍ସିଡ଼ିଜ ଏସ -600 ପୁଲମାନ ଗାର୍ଡ |ଏହା ଭାରତର ସବୁଠାରୁ ସୁରକ୍ଷିତ ଗାଡ଼ି ଭିତରୁ ଅନ୍ୟତମ |ତେବେ ପୂର୍ବରୁ ଏହି ସେବାକୁ ପୂର୍ବରୁ ରାମନାଥ ଗୋବିନ୍ଦ ଙ୍କୁ ଯୋଗାଇ ଦିଆଯାଉଥିବା ବେଳେ ଏବେ ଦ୍ରୌପଦୀ ମୁର୍ମୁ ଙ୍କୁ ଯୋଗାଇ ଦିଆଯାଉଛି | ତେବେ ଏହି କାର କୁ ପ୍ରଥମେ 2015 ରେ କିଣା ଯାଇଥିଲା |

ତେବେ ତାଙ୍କ କାର ର ମୂଲ୍ୟ 10 କୋଟି ଟଙ୍କା ହୋଇଥିବା ବେଳେ ସେଥିରେ ବିଭିନ୍ନ ପ୍ରକାରର ସୁରକ୍ଷା ପାଇଁ ଜିନିଷ ମଧ୍ୟ ରହିଛି |ଏହା ବିସ୍ଫୋରକ ପ୍ରତିରୋଧି ହୋଇଥିବା ବେଳେ ଭିଆର 9 ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏଥିରେ ରହିଛି |ଏହା 2 ମିଟର ଦୂରରୁ 15 କିଲୋମିଟର ପର୍ଯ୍ୟନ୍ତ ବିପଦ୍ଜନକ ବିସ୍ଫୋରକ ରୁ ରକ୍ଷା କରି ପାରିବ |ଏହା ସହିତ 7.42 ଏକ୍ସ 51 ମିଲିମିଟର ଯାଏ ଗୁଳି ପ୍ରତିରୋଧ ର ବ୍ୟବସ୍ଥା ରହିଛି | ଏହା ବ୍ୟତୀତ ଏକେ 47 ର ଗୁଳି ମଧ୍ୟ କିଛି କ୍ଷତି କରିପାରିବ ନାହିଁ | ଏହି କାର ର ଚକ ଗୁଡିକ ମଧ୍ୟ ବୁଲେଟ ପ୍ରୂଭ |ଏହା ଭିତରେ ଏକ୍ସଇଜେନ, ଓଟୋମେଟିକ ରିମୋର୍ଡ କଣ୍ଟ୍ରୋଲ ମଧ୍ୟ ରହିଛି | ଯାହା ରାଷ୍ଟ୍ରପତି ଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ରୂପେ ଉଦିଷ୍ଟ | ଏହା ଥିଲା ଆମ ଦେଶ ର ରାଷ୍ଟ୍ରପତି ଙ୍କ ର କାର ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.