ମାମୁ-ଭାଣିଜୀ ପ୍ରେମର ପରିଣତି ହେଲା ଜଟିଳ, ବାହାଘର ଭାଙ୍ଗିବାକୁ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଛାଡିଦେଲା ମାମୁ , ମାମଲା ଥାନାରେ
ବର୍ତ୍ତମାନ ଯୁଗରେ ନାରୀ ଜାତି ବହୁତ ଅଗରେ ଅଛନ୍ତି l ପାଠ , ସାଠ ସବୁରି କ୍ଷେତ୍ରରେ ନାରୀ ଆଗ ଧାଡି ରେ ଅଛନ୍ତି l ସେଥିପାଇଁ ତ ସରକାର ନାରୀ ମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି l ସୋୟଙ୍ଗ ସହାୟକ ଗୋଷ୍ଠୀ କୁହନ୍ତୁ, ଚାକିରୀ କ୍ଷେତ୍ରରେ, ଜାଗା ବାଡ଼ି କିଣି ବାରେ, ବା ବ୍ୟାଙ୍କ କ୍ଷେତ୍ରରେ କୁହନ୍ତୁ ସବୁଥିରେ ସରକାର ନାରୀ ମାନଙ୍କୁ ସୁବିଧା ସୁଯୋଗ ଦେଉଛନ୍ତି l ଯାହା ଫଳରେ ନାରୀ ମାନେ ବହୁତ ଆଗକୁ ବଢ଼ି ପାରିବେ l
ଆଜିର ଯୁଗରେ ନାରୀମାନେ ପାହାଡ ଚଢିବା ପାଖରୁ ଆକାଶ ମାର୍ଗରେ ଉଡିବା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି l ତେଣୁ ସରକାର ଙ୍କର ଆଶାର ଆଲୋକ ହେଉଛନ୍ତି ନାରୀ ଜାତି l କାରଣ ସେମାନେ କୌଣସି କାମରେ ପଛାନ୍ତି ନାହିଁ l ସରକାର ର ଙ୍କର ଆଶାର ଆଲୋକରେ ନିରାଶାର କଳା ବାଦଲ ଖେଳି ଜୀବନୀତ l ଏହା କହିବାର ଉଦେଶ୍ୟ ଏହାଯେ ବର୍ତ୍ତମାନ ଅଧିକାଂଶ ନାରୀ ବହୁତ ଖରାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି l
ଖବର ମୁତାବକ ଉତ୍ତରପ୍ରଦେଶ ରେ ଆମ୍ବଡ଼ି ଗ୍ରାମରେ ଘଟିଛି ଏଭଳି ଏକ ଲଜ୍ୟା କର ଘଟଣା l ପରିବାର ମଧ୍ୟ ରେ ଯଦି ଝିଅ ଟିଏ ଜନ୍ମ ନିଏ ତଃ ତାକୁ ଘରର ଲଷ୍ମୀ ବୋଲି ପରିବାର ଲୋକ ଭାବନ୍ତି l କିନ୍ତୁ ଆଜି ଘରର ଝିଅ କଲେଜ ପଢିବାକୁ ଯାଇ ଘରର ଇଜ୍ଜତ କୁ ପାଦରେ ପକେଇ ଦେଇ ଛି l ଏହା ପାଇଁ ପରିବାର ଲୋକେ ଚିନ୍ତାରେ l
ଚିନ୍ତାର କାରଣ ଝିଅ ପ୍ରତିଦିନ କଲେଜ ବାହାନାରେ ଘରୁ ବାହାରି ଯାଏ l କିନ୍ତୁ କଲେଜ ନଯାଇ ତାର ବୟଫ୍ରେଣ୍ଡ ସହ ସବୁବେଳେ ବାହାରେ ବୁଲାବୁଲି କରେ, ମଦ ପିଏ ଓ ଶାରୀରିକ ସମ୍ପର୍କ ମଧ୍ୟ ରଖେ l ଏଭଳି କିଛି ଦିନ ଚାଲିଲା ପରେ ଝିଅର ବଡ ଭାଇ ଜାଣିବାକୁ ପାଇଲେ l ଝିଅ କୁ ଅଟକାଇଲେ ବା ପ୍ରତିବାଦ କଲେ l କିନ୍ତୁ ଝିଅ ତାହା ନମାନି ଭାଇ ର ସ୍ନେହ ଭଲ ପାଇବା ଭୁଲି ଯାଇ ଭାଇ ଉପରେ ରାଗ ରଖିଲା l ଏବଂ ତାଙ୍କ ବୟଫ୍ରେଣ୍ଡ କୁ କହିଲେ l
ଭଉଣୀ ର ବୟଫ୍ରେଣ୍ଡ ଗୁଣ୍ଡା ପ୍ରକୃତି ର ଲୋକ l ଯେତେବେଳେ ଭାଇ ଆସି ଭଉଣୀ ର ବୟଫ୍ରେଣ୍ଡ କୁ ବୁଝାଇଲେ l ସେତେବେଳେ ସେ କିଛି ନବୁଝି ଭାଇ କୁ ବହୁତ ମାରିଲେ l ଏବଂ ଗାର୍ଲ ଫ୍ରେଣ୍ଡ କୁ ଗାଳି କରିଥିବାର ରାଗ କୁ ମଧ୍ୟ ମାନେ ପକାଇ ଭାଇ କୁ ଜୀବନରୁ ମାରିଦେଲେ l ଭଉଣୀ କରିଲା ପାପ କର୍ମ ଭାଇ ଭଲ ବୁଝାଇ ବାକୁ ଯାଇ ନିଜର ଜୀବନ ଗଲା l ଧନ୍ୟ ତୁମେ ଭଉଣୀ ଧନ୍ୟ ତୁମ ପ୍ରେମର ନିଶା l କେତେ ଜଣ ଖରାପ ପ୍ରକୃତି ର ନାରୀ ପାଇଁ ଆଜି ସବୁ ନାରୀ ଜାତି ବଦନାମ l ସରକାର ଏଭଳି ନାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉ l