ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଅଚାନକ ଚମକିବ ଏହି ଦୁଇଟି ରାଶିର ଭାଗ୍ୟ, ହୋଇଯିବେ କୋଟିପତି l
କେତେ ଗୁଡିଏ ଗ୍ରହ ମାନଙ୍କର ଚଳନ ଦ୍ୱାରା ଲୋକମାନଙ୍କର ଭାଗ୍ୟରେ ବହୁତ କିଛି ପରିବର୍ତ୍ତନ ଦେଖା ଦେଇଥାଏ, ଭଲ ହୋଇଥାଏ ଓ ଖରାପ ମଧ୍ୟ ହୋଇଥାଏ l ଆଜି ଆମେ ଜାଣିବା ଦୁଇଟି ରାଶି ବିଷୟରେ କଣ କଲେ ଭଲ ହେବ ଓ ଖରାପ ହେବ l ଆପଣଙ୍କ ଜୀବନରେ କଣ ସବୁ ଏହି ମାର୍ଚ୍ଚ ମାସରେ ଘଟିବାକୁ ଯାଉଛି ସେହି ବିଷୟରେ ଜାଣିବା l ଏହି ମାସରେ ସୂର୍ଯ୍ୟାଙ୍କ ଚଳନରେ ପରିବର୍ତ୍ତନ ହୋଇଛି ଆପଣଙ୍କ ପାଇଁ ବହୁତ ଶୁଭ ଫଳ ରହିଛି ଓ ବହୁତ ଖୁସି ମଧ୍ୟ ରହିବେ l ଆପଣଙ୍କ ଉପରେ ସୂର୍ଯ୍ୟ ଦେବଙ୍କ କୃପା ଲାଭ ହେବ l ଏହି ସମୟରେ ପୁତ୍ର ଲାଭ କରିବାର ସମ୍ଭବବନା ରହିଛି l ସବୁ କାର୍ଯ୍ୟ ପୁରା ହେବ l ସମାଜରେ ସବୁ କ୍ଷେତ୍ରରେ ମାନସମ୍ମାନ ପାଇବେ l
ରାଜନୈତିକ କ୍ଷେତ୍ରରେ ଲାଭ ମିଳିବ ଓ ବହୁତ ସପକ୍ଷ ମିଳିବ l ସମ୍ପତି ମିଳିବାର ସୁଯୋଗ ରହିଛି l ପିତାଙ୍କ ଆଶୀର୍ବାଦ ମିଳିବ l ବୁଧ ରାଶିର ପରିବର୍ତ୍ତନ ହେତୁ ପରିଶ୍ରମ କମ କରିବେ ଓ ଲାଭ ଅଧିକା ପାଇପାରିବେ l ଆପଣ ଯଦି ଆପଣଙ୍କ ଇଚ୍ଛା ଅନୁସାରେ କୌଣସି ପ୍ରକାରର ଚାକିରୀ କରିବାକୁ ଚାଁହୁଛନ୍ତି ତେବେ ଆପଣ ସେଥିରେ ସଫଳତା ଲାଭ କରିବେ l ଆପଣ ଯଦି ବ୍ୟବସାୟ କରୁଥାନ୍ତି ସେଥିରେ ମଧ୍ୟ ଲାଭ ପାଇବେ l ଏହି ସମୟରେ ବହୁତ ଖର୍ଚ୍ଚ ହୋଇପାରେ l ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ବୁଝି ବିଚାରି କାର୍ଯ୍ୟ କରନ୍ତୁ l କଥା ବାର୍ତାରେ ସଂଯମତା ରକ୍ଷା କରନ୍ତୁ l ଆପଣଙ୍କ ନିଜର ଲୋକମାନଙ୍କୁ ଏମିତି କିଛି କଥା କହି ପାରନ୍ତି ସେଥିରେ ସମ୍ପର୍କ ମଧ୍ୟ ତୁଟି ଯିବାର ସମ୍ଭାବନା ରହିଛି l ସବୁ ଜିନିଷରେ ବୃଦ୍ଧି ହେବ l
ନିଜର ଖୁସି ବହୁତ ଖର୍ଚ ମଧ୍ୟ କରି ପାରନ୍ତି l ଏମିତି କିଛି ଘଟଣା ଘଟିବ ଯେଉଁଥିରେ କି ଆପଣ କେବେବି ସେ ଘଟଣାକୁ ଭୁଲି ପାରିବେ ନାହିଁ l ଆପଣଙ୍କର ବହୁତ ଖୁସି ଏବଂ ଧନ ମଧ୍ୟ ଆସିବ l ଶୁକ୍ର ଗ୍ରହ ଭଲ ସ୍ଥାନରେ ରହିବେ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିବ ଓ ଲାଭବାନ ମଧ୍ୟ ହେବେ l ଆପଣଙ୍କର ଏମିତି କିଛି ପରିବର୍ତ୍ତନ ହେବ ଯାହା କେବେବି ଭାବି ନଥିବେ l ଯଦି ଆପଣ କଳାକାର ଅଟନ୍ତି ତେବେ ବହୁତ ଭଲ ସମୟ ଆସିବ l ସବୁ କାର୍ଯ୍ୟରେ ଜିତିବା ସହ ଅଧିକ ଧନ ମଧ୍ୟ କମାଇ ପାରିବେ l ଏହି ମାସରେ ବିବାହିତା ଦମ୍ପତି ମାନଙ୍କର ବହୁତ ଭଲ ସମୟ ଆସିବ l ଏହି ସମୟ ବହୁତ ଶୁଭ ହେବ ଓ ନିଜର ସମ୍ମାନ ମଧ୍ୟ ବଢିବ l ସେହି ରାଶି ଦୁଇଟି ହେଉଛି ସିଂହ ଓ କୁମ୍ଭ ରାଶି l