Fastest Odhisha News

ମୃତ୍ୟୁ ପୂର୍ବରୁ ଶେଷ ଚିଠି… ଝିଅକୁ ଭଲରେ ରଖିଥିବ.. ମୁଁ ବିଦାୟ ନେଉଛି…

0

ତେବେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ତ ଆପଣ ମାନେ ଦେଖୁଥିବେ | କିନ୍ତୁ ଆଜି ଯେଉଁଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ | ତେବେ ସୋର ଅଞ୍ଚଳରେ ଏହିଭଳି ଗୋଟିଏ ଦୁଖଃଦ ଘଟଣା ଭାଇରାଲ ହୋଇଛି | ଆଉ ଯେଉଁଠି ମହିଳା ଜଣଙ୍କ ତାଙ୍କ ଦେହରେ ବଢ଼ୁଥିବା କଷ୍ଟ କୁ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି |

ତେବେ ସୂଚନା ଅନୁସାରେ ଯାହା ଜଣା ପଡିଛି କି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଏପରି ଗୋଟିଏ ଘଟଣା ଘଟିଛି, ଆଉ ଯୋଉଠି ମିନାକ୍ଷୀ ନାମକ ଜଣେ ମହିଳା ପ୍ରାଣ ହରାଇଛନ୍ତି | ତେବେ ସୂଚନା ଅନୁସାରେ ମୁନାକ୍ଷୀ ଥିଲେ ଜଣେ ଶିକ୍ଷୟତ୍ରୀ ଆଉ ତାଙ୍କର ସ୍ୱାମୀ ଥିଲେ ଯବାନ | ଆଉ ଦୁଇଜଣ ଙ୍କର ଝିଅ ମଧ୍ୟ ଥିଲା | ଆଉ ଯାହାକୁ ସେ ଜୀବନଠୁ ଅଧିକ ମଧ୍ୟ ଭଲ ପାଉଥିଲେ | ଆଉ ପରିବାର ଲୋକଙ୍କ ମଧ୍ୟରେ ଥିଲା ନିବିଡ ଭଲ ପାଇବା, ଆଉ ଯାହା ପାଇଁ ବେଶ ହସ ଖୁସିରେ ଚାଲିଥିଲା ତାଙ୍କର ପରିବାର |

କିନ୍ତୁ ଦେହର ପିଢା ମିନାକ୍ଷୀ ଙ୍କୁ କରିଦେଉଥିଲା ଦୁର୍ବଳ, ଆଉ ଯେଉଁଥିପାଇଁ ମିନାକ୍ଷୀ ଆତ୍ମହତ୍ୟା ଭଳି ଗୋଟିଏ ଚରମ ନିଷ୍ପତି ନେଇଥିଲେ | ତେବେ ମିନାକ୍ଷୀ ଙ୍କ ଶାଶୂଙ୍କର କହିବା ଅନୁସାରେ ମିନାକ୍ଷୀ ଙ୍କ ଛାତିରେ ଗତ କିଛି ମାସ ଆଗରୁ ଯନ୍ତ୍ରଣା ହେବାକୁ ଲାଗିଥିଲା, ଆଉ ଯେଉଁଥିପାଇଁ ସେ ଅନେକ ଡାକ୍ତର ଙ୍କୁ ଦେଖାଇବା ପରେ ମେଡ଼ିସିନ ଖାଇଥିଲେ ଆଉ ଶେଷରେ ଅପେରସନ ମଧ୍ୟ ହେଇଥିଲେ ମିନାକ୍ଷୀ |

କିନ୍ତୁ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ତାଙ୍କର ଦେହ ରେ ହେଉଥିବା ଯନ୍ତ୍ରଣା ର କୌଣସି ବି ସୁଧାର ଆସି ନ ଥିଲା | କିନ୍ତୁ ମେଡ଼ିସିନ ଦିନକୁ ଦିନ ବଢିବାରେ ଲାଗିଥିଲା | ଆଉ ପରେ ସେ ରୁମ ଭଡା ନେଇ ରହୁଥିବା ସ୍ଥାନ ରୁ ଘରକୁ ଆସିଥିଲେ ଓ ପରିବାର ଲୋକଙ୍କ ସହିତ ଭଲରେ ମିଶିଥିଲେ ମଧ୍ୟ | କିନ୍ତୁ ଜଣେ ରିଲେଟିଭ୍ସ ଙ୍କ ଘରେ ବାର୍ଥ ଡେ ପାର୍ଟି ଥିବାରୁ ଘର ଲୋକ କେହି ନ ଥିଲେ | ଆଉ ସେହି ସମୟରେ ନିଜ ଲୁଗା ରେ ରୋଷେଇ ଘରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ମିନାକ୍ଷୀ | ତେବେ ଏପରି ଘଟିବା ପରେ ପରିବାର ଲୋକ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ମଧ୍ୟ ଆସି ଘଟଣା ର ତଦନ୍ତ ଆରମ୍ଭ କରିଛି | ଯାହା ଏବେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.