ରସଗୋଲା କଲିକତାର ନୁହେଁ ବୋଲି ରୋକ ଠୋକ କହିଲେ ସୌରଭ ଗାଙ୍ଗୁଲି…. ଆଉ କଣ ସବୁ କହିଲେ ଦେଖନ୍ତୁ..
ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହା କୁ ଶୁଣିଲେ ଆପଣ ମାନେ ମଧ୍ୟ ଖୁସି ହେଇଯିବେ |ତେବେ ଯାହା ଜଣା ପଡିଛି କି ଓଡିଶା ର ଗୋଟିଏ ବଡ଼ ଗୌରବ ଅର୍ଥାତ ରସଗୋଲା କୁ ନେଇକି ବଡ଼ ବିବାଦ ସବୁବେଳେ ଲାଗି ରହିଥିବାର ଆପଣ ମାନେ ଜାଣିଥିବେ | ତେବେ ବର୍ତ୍ତମାନ ସେହି କଥା ପୁଣି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖା ଦେଇଛି କି ସୌରଭ ଗାଙ୍ଗୁଲି ଏହି କଥା କୁ ନେଇକି ତାଙ୍କର କିଛି ମତ ମଧ୍ୟ ରଖିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ରସଗୋଲା କଥା କୁ ନେଇକି ସୌରଭ ଗାଙ୍ଗୁଲି କଣ ମତ ଦେଇଛନ୍ତି ସେ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଆମେ ସମସ୍ତେ ଜାଣିଛୁ କି ଆମ ଓଡିଶା କୁ ଜଗନ୍ନାଥ ଙ୍କ ସ୍ଥାନ ବୋଲି କୁହାଯାଏ, ଆଉ ଯେଉଁଠି ଜଗନ୍ନାଥ ଙ୍କର କଳା, କୀର୍ତ୍ତି କଥା ସମସ୍ତେ ଜାଣିଥିବା ବେଳେ, ରସଗୋଲା ମଧ୍ୟ ଜଗନ୍ନାଥ ଙ୍କର ଗୋଟିଏ ପ୍ରିୟ ଭୋଜନ ବୋଲି ସମସ୍ତେ ଜାଣନ୍ତି | ଆଉ ଏହି ରସଗୋଲା ର ସୃଷ୍ଟି ଓଡିଶା ରୁ ଅର୍ଥାତ ପୁରୀ ଜଗନ୍ନାଥ ଙ୍କ ପାଖରୁ ସୃଷ୍ଟି ହେଉଛି ବୋଲି ସମସ୍ତେ ଜାଣିଥିବା ବେଳେ, ଏହି ରସଗୋଲା କଥାକୁ ନେଇକି ଅନେକେ ବିଭିନ୍ନ ମତ ଦେଇଥିଲେ | ଆଉ ଯେଉଁ ଘଟଣା କୁ ନେଇକି ଓଡିଶା ଆଉ ପଶ୍ଚିମ ବଙ୍ଗ ମଧ୍ୟରେ ବିବାଦ ଲାଗିଥିଲା କି ଏହି ରସଗୋଲା ର ଉତ୍ପତ୍ତି କେଉଁଠି ବୋଲି |
ତେବେ ଏହି ରସଗୋଲା କଥା କୁ ନେଇକି ଗୋଟିଏ ବଡ଼ ଖବର ଟି ଶୁଣିବାକୁ ମିଳିଛି, ଆଉ ଯେଉଁଠି ବି. ସି. ସି. ଆଇ. ର ଅଦକ୍ଷ ଅର୍ଥାତ ଭାରତର ପୂର୍ବତନ କ୍ରିକେଟ ଦଳ ର କ୍ୟାପଟେନ ସୌରଭ ଗାଙ୍ଗୁଲି ଏକ ମତ ଦେଇଛନ୍ତି | ଆଉ ସେ ଏକ ଟିଭି ଶୋ ରେ କହିଥିଲେ କି ସମସ୍ତେ କୁହନ୍ତି କି ରସଗୋଲା ହେଉଛି ପଶ୍ଚିମ ବଙ୍ଗ ର ତେବେ ପ୍ରକୃତରେ ରସଗୋଲା ଓଡିଶା ରୁ ସୃଷ୍ଟି ଆଉ ଜଗନ୍ନାଥ ଙ୍କ ପାଖରୁ ସୃଷ୍ଟି ବୋଲି କହିଥିଲେ |
ଆଉ ଏହି ପ୍ରସଙ୍ଗ କୁ ନେଇକି ରୁକଠୁକ ମନା କରି ଦେଇଛନ୍ତି କି ରସଗୋଲା ପଶ୍ଚିମ ବଙ୍ଗ ର ନୁହଁ ବୋଲି | ତେବେ ସୌରଭ ଗାଙ୍ଗୁଲି ଜଣେ ବେଙ୍ଗଲୀ ହୋଇ ମଧ୍ୟ ରସଗୋଲା ବିଷୟରେ ଏପରି କଥା ବର୍ତ୍ତମାନ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି | ଆଉ ସୌରଭ ଗାଙ୍ଗୁଲି ଙ୍କର ଏପରି କଥାକୁ ଶୁଣି ଲୋକ ମାନେ ତାଙ୍କର ବହୁତ ପ୍ରସଂଶା ମଧ୍ୟ କରିଛନ୍ତି | ତାହା ସହିତ ଭାଇରାଲ ହେଇଥିବା ଏହି ଭିଡିଓକୁ ବହୁତ ପରିମାଣରେ ଲାଇକ, ସେୟାର ମଧ୍ୟ କରୁଛନ୍ତି ଲୋକ ମାନେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।