Fastest Odhisha News

ରାଜରାସ୍ତାରେ ବାଘ ଝିଙ୍କ ଲଢେଇ, ଭିଡିଓ ଦେଖିଲେ ଆପଣ ହସିହସି ବେଦମ ହୋଇଯିବେ

0

ଏତେ ବଡ ଦୁନିଆରେ ବହୁତ ପ୍ରକାର ପ୍ରାଣୀ ଅଛନ୍ତି, ହେଲେ ସେମାନଙ୍କ ମଧ୍ୟରୁ କିଏ ମଧ୍ୟ କାହାର ଶତ୍ରୁ ହୋଇ ବଞ୍ଚିଥାଏ l ଯେପରି ନେଉଳ ଓ ସାପ ପରସ୍ପର ଶତ୍ରୁ ଅଟନ୍ତି l କାଉ ଓ କୋଇଲି ମଧ୍ୟ ଶତ୍ରୁ ଅଟନ୍ତି l ଏପରି ଏମାନଙ୍କ ଭଳି ବିଭିନ୍ନ ପ୍ରାଣୀ ଅଛନ୍ତି ଯେଉ ମାନେ କି କାହାର ଶତ୍ରୁ ଭାବେ ବଞ୍ଚିଥାନ୍ତି l ଏମାନଙ୍କ ଶତ୍ରୁତା ଏତେ ଅଧିକ ହୋଇ ଥାଏ ଯେ ଜଣେ ଜଣଙ୍କ ପାଖରୁ ହାର ନ ମାନିବl ପର୍ଯ୍ୟନ୍ତ ଛାଡେ ନାହିଁ l ତେବେ ବିଭିନ୍ନ ପଶୁର ବିଭିନ୍ନ ପଶୁ ମଧ୍ୟରେ ଖୁବ ଜୋର ଲଢେଇ ହୋଇ ଥିବା ଆପଣ ମାନେ ଦେଖିଥିବେ l ତେବେ ଏସବୁକୁ ଦେଖିବା ପାଇଁ ଲୋକ ମାନଙ୍କର ମଧ୍ୟ ବହୁତ ଭିଡ ଜମିଥାଏ l l

Tiger fight video resurfaces online; netizens marvel and admire the  ferocity of the beasts

ତେବେ ଆମେ ଆଜି ଆପଣଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ କି ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ l ତେବେ ଆସନ୍ତୁ ଜାଣିବା ସେହି ପରି ଘଟିଥିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା l ଘଟଣା କ୍ରମେ ଏକ ରାଜ ରାସ୍ତାରେ ଗୋଟେ ଝିଙ୍କ ଓ ଗୋଟେ ବାଘ ସହ ବହୁ ସମୟ ଧରି ଚାଲିଥିଲା ଘମାଘୋଟ ଲଢେଇ l ଏହାକୁ ବହୁ ଲୋକ ଦେଖିବା ପାଇଁ ଭିଡ ଜମାଇ ଥିଲେ l ବାଘଟି ପ୍ରଥମେ ଝିଙ୍କକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା l ହେଲେ ଝିଙ୍କ କଣ ଏତେ ସହଜରେ ହାର ମାନି ଯିବ l ଏହା ଆପଣ ଦେଖିଥିଲେ ଆଶ୍ଚର୍ଯ୍ୟ ତ ନିଶ୍ଚୟ ହୋଇଯିବେ l ଆପଣ ଭାବୁଥିବେ ଯେ ଏହି ଯୁଧ୍ୟରେ ବାଘ ନିଶ୍ଚୟ ଜିତି ଯାଇଥିବ l କିନ୍ତୁ ବାସ୍ତବରେ ତାହା ନୁହେଁ ବରଂ ହୋଇ ଥିଲା କିଛି ଉଲଟା l

ଯେତେବେଳେ ପ୍ରଥେମେ ବାଘ ଝିଙ୍କଟିଂକୁ ଆକ୍ରମଣ କରିଥିଲା, ଝିଙ୍କ ର ଦେହରେ ଥିବା କଣ୍ଟା ଗୁଡିକ ଫୁଟି ଯାଇଥିଲା ବାଘ ଦେହରେ l ଆପଣ ମାନେ ଜାଣିଥିବେ ଯେ ଝିଙ୍କ ଦେହରେ ବହୁ ପରିମାଣରେ କଣ୍ଟା ରହି ଥାଏ l ତେବେ ସେହି କଣ୍ଟା ଗୁଡିକ ତାକୁ ଶତ୍ରୁ କବଳରୁ ରକ୍ଷା କରିଥାଏ l ଏଠି ମଧ୍ୟ ଠିକ ସେହି ପରି ବହୁ ସମୟ ଧରି ବାଘ ଝିଙ୍କକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା, ହେଲେ ଝିଙ୍କ ବାରମ୍ବାର ତାର ତୀକ୍ଷ୍ଣ କଣ୍ଟା ଦ୍ୱାରା ବାଘକୁ ଆଘାତ ଉପରେ ଆଘାତ କରିଥିଲl l ଆଉ ଶେଷରେ ବାଘ ଥକି ଯାଇଥିଲା l ଏପଟେ ଝିଙ୍କ ନିଜର ସମ୍ପୂର୍ଣ ପ୍ରଚେଷ୍ଟାରେ ବାଘକୁ ହରାଇ ନିଜ ଜୀବନ ବଞ୍ଚାଇ ପାରିଥିଲା l
ଏହାକୁ କେହି ଜଣେ ଲୋକ ଭିଡ଼ିଓ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଭାଇରଲ କରିଥିଲା l

ତେବେ ଏହା ସମାଜ ପାଇଁ ଏକ ନୂଆ ବାର୍ତା ସୃଷ୍ଟି କରିଛି ଯେ କୌଣସି ଛୋଟ ଜୀବ ହୋଇ ପାରେ ହେଲେ ତାର ବି ବଂଚିବା ପାଇଁ ଅଧିକାର ଅଛି ଏବଂ ସିଏ ବି ସମସ୍ତଙ୍କ ସହ ସଂଘର୍ଷ କରିପାରେ l l

Leave A Reply

Your email address will not be published.