Fastest Odhisha News

ସଲମାନ୍ ଖାନ୍ ଙ୍କ କଥା କଥିତ ୧୦ ଜଣ ଶତ୍ରୁ ଙ୍କ ବିଷୟରେ

0

ତେବେ ଆସନ୍ତୁ ଜାଣିବା ସଲମାନ୍ ଖାନ୍ ଙ୍କ କଥା କଥିତ ୧୦ ଜଣ ଶତ୍ରୁ ଙ୍କ ବିଷୟରେ ଯେଉଁ ମାନେ ବଲିଉଡ୍ ରେ ସଲମାନ୍ ଖାନ୍ ଙ୍କ ଉପରେ କିଛି ନା କିଛି କାରଣରୁ ଅପ୍ରୀତିକର ହୋଇଛନ୍ତି ଓ ତାଙ୍କ ସହିତ ମାନମାଲିନ୍ୟ ଘଟିଛି।ତେବେ ସେମାନେ ହେଲେ,

୧)ଅମୀର ଖାନ୍- ବଲିଉଡ୍ ରେ ନିଜର ସମ୍ମାନ ଓ ପ୍ରଶଂସକ ବୃଦ୍ଧି କରିବାକୁ ନେଇ ଅମୀର ଖାନ ଙ୍କ ମନ୍ତବ୍ୟ ରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ଭିତରେ ଆରମ୍ଭ ହୋଇଥିଲା ଫାଟ ଯେଉଁ କାରଣରୁ ଅମୀର ଖାନ ଙ୍କ କୌଣସି ପଦକ୍ଷେପ କୁ ସଲମାନ୍ ଗ୍ରହଣ କରି ନଥିବା ବେଳେ ସଲମାନ୍ ତାଙ୍କ ଠାରୁ ଦୂରେଇ ରହୁଥିବା ଜଣା ପଡ଼ିଛି।

୨)ଐଶ୍ବର୍ୟା ରାୟ- ଐଶ୍ୱର୍ଯ୍ୟ ରାୟ କୁ ସଲମାନ୍ ଖାନ୍ ଭଲ ପାଉଥିଲେ ବୋଲି ଆପଣ ମାନେ ଜାଣିଛନ୍ତି। ତେବେ ସେ ତାଙ୍କୁ କୌଣସି ଫିଲ୍ମ୍ ରେ ଆଉ କାହା ସହ ଅଭିନୟ କରିବାକୁ ଚାହୁଁ ନଥିଲେ। ଯେଉଁ କାରଣରୁ ସେ ଏହାକୁ ମାନି ନଥିଲେ ଓ ଶେଷରେ ଐଶ୍ୱର୍ଯ୍ୟ ରାୟ ଙ୍କ ସହିତ ତାଙ୍କର ସମ୍ପର୍କ ଭାଙ୍ଗିବାରେ ଲାଗିଥିଲା ଓ ତା ସହିତ ତାଙ୍କ ସହିତ ଅଭିନୟ କରୁଥିବା ନାୟକ ମାନଙ୍କ ଉପରେ ମଧ୍ୟ ରାଗନ୍ତି ସଲମାନ୍ ଖାନ୍।

Real Life Enemies Of Salman Khan in Bollywood - YouTube

୩)ବିବେକ ୱବ୍ରୟ- ଐଶ୍ୱର୍ଯ୍ୟ ରାୟ ଙ୍କ ସହିତ ତାଙ୍କର ଭଲ ସମ୍ପର୍କ କାରଣରୁ ସଲମାନ୍ ତାଙ୍କୁ ମଧ୍ୟ ହଇରାଣ କରିଥିଲେ।

୪)ଅରିଜିତ ସିଂ- ଷ୍ଟାର୍ ଗିଲଟ ଆୱାର୍ଡ଼ ରେ ସଲମାନ୍ ଙ୍କୁ ଅରିଜିତ ସିଙ୍କ କଥା ଆଘାତ ଦେଇଥିବାରୁ ସେ ଅରିଜିତ ଙ୍କୁ ସମସ୍ତଙ୍କ ଆଗରେ ଖରାପ୍ ବ୍ୟବହାର ଦେଖାଇଥିଲେ।

୫)ସାହିଦ୍ କାପୁର- ସଲମାନ୍ ଙ୍କ ସହ ଏକଦା ଝଗଡ଼ା ହେବା କାରଣରୁ ସାହିଦ କପୁର ଙ୍କ ସହିତ ତାଙ୍କର ସମ୍ପର୍କ ଖରାପ୍ ହୋଇଥିଲା।

୬)ପୁଲକିତ ସମ୍ରାଟ- ପୁଲକିତ, ସଲମାନ୍ ଙ୍କ ରାକ୍ଷୀ ସିଷ୍ଟର ବିବାହ କରିଥିଲେ ମଧ୍ୟ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ଶେଷରେ ଦୁଇଜଣଙ୍କର ଡିବର୍ଷ ମଧ୍ୟ ହୋଇଥିଲା।

୭)ଅର୍ଜୁନ କପୁର- ଅର୍ଜୁନ କାପୁର ମଧ୍ୟ କୌଣସି କାରଣରୁ ସଲମାନ୍ ଖାନ ଙ୍କ ନଜର ଅନ୍ଦ୍ଦାଜ୍ ରେ ଅପ୍ରୀତିକର ହୋଇଥିଲେ।

୮)ସଞ୍ଜୟ ଲୀଳା ବଂସାଲି- ବାଜିରଓ ମସ୍ତାନି ରେ ସଲମାନ୍ ଙ୍କୁ ନନେଇ ରଣବୀର ସିଂ କୁ ଲିଡ୍ ରୋଲ୍ ଦେବା କାରଣରୁ ସଲମାନ୍ ଖାନ୍ ତାଙ୍କୁ ଟାର୍ଗେଟ୍ କରିଥିଲେ।

୯)ହୃତିକ୍ ରୋସନ୍-ହୃତିକ୍ ରୋସନ୍ ଙ୍କ ସହିତ ମଧ୍ୟ ଏକ ଫିଲ୍ମ୍ ପ୍ରମୋଷଣ କୁ ନେଇ ସଲମାନ୍ ଙ୍କ ଶତ୍ରୁତା ଆରମ୍ଭ ହୋଇଥିଲା।

୧୦) ରଣବୀର କପୁର- ରଣବୀର କପୁର ସଲମାନ୍ ଙ୍କ ପୂର୍ବ ଗର୍ଲ୍ ଫ୍ରେଣ୍ଡ୍ କ୍ୟାତ୍ରିନା କେଫ୍ ଙ୍କ ସହିତ ଲଭ୍ ଆଫାୟାର୍ କାରଣରୁ ସେ ତାଙ୍କୁ ଚେତାବନୀ ଦେବା ସହିତ ସମ୍ପର୍କରେ ମଧ୍ୟ ସେ ତିକ୍ତତା ଆଣିଥିଲେ। ଯେଉଁ କାରଣରୁ ପରେ ସେମାନେ ମିଶି ନଥିଲେ।

Leave A Reply

Your email address will not be published.