Fastest Odhisha News

ସାମ୍ନା କୁ ଆସିଛି ସଲମାନ୍ ଖାନ୍ ଙ୍କ ଭାଇ ଙ୍କ ପ୍ରେମିକା ଗୋର୍ଗିଆ ଆନ୍ଦ୍ରିଆନି ଙ୍କ ଚେହେରା ବାନ୍ଦ୍ରା ରାସ୍ତା ରେ ଯାଉଥିବାର।

0

ଆପଣ ତ ଜାଣିଛନ୍ତି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ଭରି ରହିଥାଏ। ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ବଲିଉଡ୍ ଜଗତରେ। ଆପଣ ଜାଣିଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ ଅନେକ ରହସ୍ୟ ରହିଥାଏ। ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ଭରି ରହିଥାଏ। ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ବଲିଉଡ୍ ଜଗତରେ।

ଯେମିତି ଏବେ ସାମ୍ନା କୁ ଆସିଛି ସଲମାନ୍ ଖାନ୍ ଙ୍କ ଭାଇ ଙ୍କ ପ୍ରେମିକା ଗୋର୍ଗିଆ ଆନ୍ଦ୍ରିଆନି ଙ୍କ ଚେହେରା। ଯାହା ସୋସିଆଲ ମିଡିଆରେ ଖୁବ୍ ଭଇରାଲ୍ ହେବାରେ ଲାଗିଛି। ଅର୍ବାଜ୍ ଙ୍କ ଘର ପାଖ ବାନ୍ଦ୍ରା ସହରର ରାସ୍ତାରେ ଯାଉଥିବା ସମୟରେ ତାଙ୍କର ଫଟୋ ଉଠାଉଛନ୍ତି ଇଲେକ୍ଟ୍ରୋନିକ ମିଡିଆ।ସେ ସେମାନଙ୍କୁ ହାତ ହଲାଇ ସମ୍ମତି ମଧ୍ୟ ଜଣାଉ ଅଛନ୍ତି। ଆପଣ ନିଜେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ତାଙ୍କ ସୁନ୍ଦରତା କୁ ଦେଖି। ଅଧିକାଂଶ ଫଟୋ ରେ କ୍ରପ୍ ଟପ୍ ପିନ୍ଧିଥିବା ଏହି ସୁନ୍ଦରୀ ଜଣଙ୍କ ବହୁତ୍ ହଟ୍ ଏବଂ ଆକର୍ଷଣୀୟ ଲାଗୁଛନ୍ତି।ଏହା ସତ ଯେ ଯେତେବେଳେ ବଲିଉଡ୍ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହେବା ସାଧାରଣ କଥା।

Elli AvrRam Posts Pic With Salman Khan And His Rumoured Girlfriend Iulia  Vantur. Later Deletes It

କାରଣ ଆପଣ ତ ଏହି କଥା ଜାଣିଥିବେ ଯେ କିଭଳି ଭାବରେ ଏହି ସିନେମା ଜଗତରେ ରହସ୍ୟ ଲାଗି ରହିଥାଏ। ସମସ୍ତ ପ୍ରକାରର ପ୍ରେମ କାହାଣୀ ହେଉ କି ଅଭିନୟ ଓ ସୁନ୍ଦରତା ର କଥା ହେଉ। ଏଠାରେ ପ୍ରତିଟି କଥା କିଛି ନିଆରା ଢଙ୍ଗ ରେ ଦେଖିବାକୁ ଓ ଶୁଣିବାକୁ ମିଳେ। ଯେମିତି ଗୋର୍ଗିଆ ଆନ୍ଦ୍ରିଆନି ଙ୍କ ସୁନ୍ଦରତା ର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।ଆପଣ ତ ଜାଣିଥିବେ ସିନେମା ଜଗତର କଥା ସବୁବେଳେ କିଛି ଅଲଗା ହୋଇଥାଏ। ଏଥିରେ ଯେତିକି ରହସ୍ୟ ଭରି ରହିଥାଏ ସେତିକି ରୋଚକ ମଧ୍ୟ ହୋଇଥାଏ।ଏବେ ସଲମାନ୍ ଖାନ ଙ୍କ ଭାଇ ଙ୍କ ପ୍ରେମିକା ଙ୍କୁ ଆପଣ ଏହି ଭିଡିଓ ରେ ଦେଖି ଅନ୍ଦାଜ ଲଗାଇ ପାରିବେ ଯେ ସେ କେତେ ସୁନ୍ଦରି ଅଟନ୍ତି।

ଏହା ସାଧାରଣ କଥା ଯେ ହିନ୍ଦୀ ଚଳଚ୍ଚିତ୍ର ଜଗତ ବା ବଲିଉଡ ର ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ର ଅଭିନୟ ରେ ଦର୍ଶକ ଙ୍କ ମନ ଓ ହୃଦୟକୁ ଜିତି ପାରିଛନ୍ତି ଓ ସେମାନଙ୍କୁ ମନୋରଞ୍ଜନ କରାଇଛନ୍ତି।ଏବଂ ଏହି କଳାକାର ଙ୍କ ର ସୁନ୍ଦରତା ବି ଅତୁଳନୀୟ ଅଟେ, ଯାହା ଦ୍ଵାରା ସେମାନେ ଅନେକ ପ୍ରଶଂସା ସହିତ ସଫଳତା ବି ଅର୍ଜନ କରିଛନ୍ତି।

Leave A Reply

Your email address will not be published.