Fastest Odhisha News

ସୁଭଦ୍ରା ଙ୍କୁ ଝିଅ କଲେ ସୁରେଶ୍ୱରୀ… ପୋଷ୍ୟ କନ୍ୟା ନୁହେଁ, ବୁଢ଼ୀ ହେବା ଯାଏଁ ତା କଥା ବୁଝିବି…

0

ତେବେ ବନ୍ଧୁଗଣ ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ଅନେକ ଦୁଃଖଭରା ଘଟଣା ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଆପଣ ମାନେ ଜାଣିଥିବେ ଓ ଶୁଣୁଥିବେ ମଧ୍ୟ | ତେବେ ସୋସିଆଲ ମିଡ଼ିଆ ଜରିଆରେ ନିଜର ଦୁଃଖ କଥା ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ଜଣାଇବାକୁ ଚାହୁଁଥିଲେ ସୁଭଦ୍ରା | କଁ ଜାତିଗତ ଭେଦ ଭାବ ର ମଧ୍ୟ ଶିକାର ହେଉଥିଲେ ସୁଭଦ୍ରା | ଆଉ ଯେଉଁ ଘଟଣା ଟି ପ୍ରଚାର ଆଉ ପ୍ରସାର ହେବା ପରେ ସୁଭଦ୍ରା ଙ୍କ ଘରକୁ ଆସିଛନ୍ତି କେନ୍ଦ୍ରାଝର ରୁ ସୁରେଶ୍ୱରୀ ନାମକ ଜଣେ ମହିଳା ଆସିଛନ୍ତି, ଆଉ ଯିଏକି ସୁଭଦ୍ରା ଙ୍କୁ ପୋଷ୍ୟ କନ୍ୟା ନୁହଁ ନିଜ ଝିଅ ବୋଲି ରଖିବେ ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଘଟିଥିବା ଏହି ଘଟଣା ଟି ହେଉଛି ଆମ ବାଲେଶ୍ୱର ଜିଲ୍ଲା ର ଆଉ ଏମିତି ସମାଜର ଉଚ୍ଚ ନୀଚ୍ଚ ଭେଦ ଭାବ ର ସ୍ୱୀକାର ହେଇଛନ୍ତି ସୁଭଦ୍ରା | ଆଉ ଯିଏ କି ଦଶମ ଶ୍ରେଣୀ ରେ ପଢ଼ନ୍ତି | ଆଉ ସେ ଏତେ ଅସୁବିଧା ରେ ପଡିଥିଲେ କି ଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ତାଙ୍କର ଅଭିଯୋଗ କୁ ଜଣାଇ ଚିଠି ମଧ୍ୟ ଲେଖିଥିଲେ ସୁଭଦ୍ରା | ତେବେ ସୁଭଦ୍ରା ଙ୍କର କହିବା କଥା ଅନୁସାରେ ସୁଭଦ୍ରା ଙ୍କର ପ୍ରକୃତ ମାଆ ଆଉ ବାପା କିଏ ସେ ଜାଣି ନ ତଂଗୀଲେ | ଯେତେବେଳେ ସେ ଛୋଟ ଟେ ହେଇଥିଲେ ସେତେବେଳେ ତାଙ୍କର ମାଆ ଆଉ ବାପା 21 ଦିନର ହେବା ପାଖରୁ ତାଙ୍କୁ ତାଙ୍କର ଘରେ ପାଳିକି ରଖିଥିଲେ |

ଆଉ ତାଙ୍କର ବାପା ମରିଯିବା ପରେ ସୁଭଦ୍ରା ଆଉ ତାଙ୍କର ବାପା ପୁରା ପୁରି ଏକା ହେଇଯାଇଛନ୍ତି | ଆଉ ଯେଉଁଥିପାଇଁ ବୁଢ଼ୀ ମାଆ ଜଣକ ମଧ୍ୟ କିଛି କାମ କରି ପାରୁନି, ଆଉ ତାହା ବ୍ୟତୀତ ମାଆ ଜଣଙ୍କ ମଧ୍ୟ ମାନସିକ ରୋଗୀ ହେଇଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୁଭଦ୍ରା | ଘରଟି ମଧ୍ୟ ତାଙ୍କର ଭୁଷୁଡ଼ି ପଡିବାକୁ ଲାଗିଲାଣି | ଆଉ ପଢିବା ପାଇଁ ଓ ତାଙ୍କର ମାଆ ଙ୍କର ଚିକିତ୍ସା କରିବା ପାଇଁ ମଧ୍ୟ ତାଙ୍କ ପାଖରେ ପଇସା ନାହିଁ | ଆଉ ମାଆ ଙ୍କର ଯାହା 500 ଟଙ୍କା ବିଧବା ଭର୍ତ୍ତା ମିଳେ ଓ ଚାଉଳ ମିଳେ ସେଥିରେ ସେମାନେ ଚଳାନ୍ତି ବୋଲି କହିଛନ୍ତି ସୁଭଦ୍ରା |

ଆଉ ଯେଉଁଥିପାଇଁ ବର୍ତ୍ତମାନ ସୁଭଦ୍ରା ଙ୍କ ଘରେ ପହଞ୍ଚିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପୋଷି ଗ୍ରାମର ସୁରେଶ୍ୱରୀ , ଆଉ ଯିଏ କି ସୁଭଦ୍ରା ଙ୍କର କଥା ଜାଣିବା ପରେ ତାଙ୍କର ଘରେ ଆସି ପହଞ୍ଚିଥିଲେ | ଆଉ ସୁଭଦ୍ରା ଙ୍କୁ ପୌଷ କନ୍ୟା ନୁହଁ ନିଜ ଝିଅ ଭଳି ରଖିବେ ବୋଲି କହିବା ସହିତ | ତାଙ୍କର ପଢାପଢି ସହିତ ବାହା ଘର ର ଦାୟିତ୍ୱ ବୁଝିବେ ବୋଲି କହିଛନ୍ତି ସୁରେଶ୍ୱରୀ | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.