Big Update – ହଠାତ ମୃତ୍ୟୁବରଣ କଲେ ଏହି ପ୍ରସିଦ୍ଧ ଅଭିନେତା….
ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଗୋଟିଏ ଖବର ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି | ତେବେ ବଲିଉଡ ଜଗତର ଜଣେ ବରିଷ୍ଠ କମେଡିଆନ ଭାବରେ କାମ କରୁଥିବା ମିଥଲେଶ ଚତୁର୍ବେଦୀ ଙ୍କର ମୃତ୍ୟୁ ହେଇଯାଇଛି | ଆଉ ଯୋଉଁ ଘଟଣା କୁ ନେଇକି ବଲିଉଡ ର ସିନେ ଜଗତରେ ହାହାକାର ସୃଷ୍ଟି ହୋଇଛି | ତାହେଲର ଆଡନ୍ତୁ ଦର୍ଶକ ବନ୍ଧୁ ତାଙ୍କର ମୃତ୍ୟୁ ର ଘଟଣା ବିଷୟରେ ନଜର ପକାଇବା |
ତେବେ ଯାହା ସେସିଆଲ ମିଡିଆରେ ଭାଇରାଲ ହେଉଛି କି ବଲିଉଡର ଜଣାଶୁଣା ତଥା ବର୍ଷିୟାନ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି | ତେବେ ଯାହା ସୂଚନା ମିଳିଛି କି ମିଥଲେଶ ଚତୁର୍ବେଦୀ ଦୀର୍ଘ ଦିନ ହେବ ହୃଦଘାତରେ ପୀଡିତ ଥିଲେ, ଆଉ ଗୋଟିଏ ଗଣ ମାଧ୍ୟମରେ ତାଙ୍କର ଜଣେ ସାଙ୍ଗ କହିଥିଲେ କି ସେ ଏହିପରି ହୃତରୋଗ ରେ ଆଗରୁ ଥରେ ପୀଡିତ ହୋଇଥିଲେ | ଆଉ ଯାହା ଫଳରେ ସେ ତାଙ୍କର ଘର ଲକ୍ଷ୍ନୌ ପଳେଇ ଯାଇଥିଲେ , ଆଉ ସେଠାରେ ଗୋଟିଏ ହସ୍ପିଟାଲ ରେ ଚିକିତ୍ସିତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ସୁଧାର ଆସିଥିଲା |
କିନ୍ତୁ ପରେ ପୁଣି ଅଗଷ୍ଟ 3 ତାରିଖରେ ତାଙ୍କର ହୃତଘାତ ହୋଇଥିଲା ଆଉ ଡାକ୍ତର ଙ୍କ ପାଖକୁ ନେବା ପୂର୍ବରୁ ସେ ତାଙ୍କର ପ୍ରାଣ ହରାଇ ଥିବାର ସୂଚନା ମିଳିଛି | ତେବେ ତାଙ୍କର ବିୟୋଗ ନେଇ ତାଙ୍କ ଜ୍ୱାଇଁ ଆଶିଷ ଚତୁର୍ବେଦୀ ସୂଚନା ଦେଇଛନ୍ତି |ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବଲିଉଡରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି | ଆଉ ସମସ୍ତେ ତାଙ୍କର ମୃତ୍ୟୁ କୁ ନେଇକି ଦୁଃଖିତ ମଧ୍ୟ ଅଛନ୍ତି |
ତେବେ ସେ ପ୍ରଥମେ 1997 ମସିହାରେ ଫ୍ଲିମ ରେ ଡେଭିଉ କରି ଫ୍ଲିମ ଦୁନିଆରେ ପାଦ ଥାପିଥିଲେ , ଆଉ ଭାଇଭାଇ ରେ ସେ ପ୍ରଥମେ ନଜର ଆସିଥିଲେ | ଆଉ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ମିଥିଲେଶ | ଫିଲ୍ମ କୋଇ ମିଲ ଗୟା ରେ ତାଙ୍କ ଅଭିନୟ ବେଶ ବଳିଷ୍ଠ ରହିଥିଲା | ତେବେ ଏହିଭଳି ଜଣେ ମହାନ ଅଭିନେତା ଙ୍କ ବିୟୋଗରେ ଆଜି ସମସ୍ତେ ଭାଙ୍ଗି ପଡିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।