Fastest Odhisha News

Breaking News – ଏବେ ଏବେ ଆସିଲା ବଡ ଦୁଖଦ ଖବର, ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ହେଲା ଆକସ୍ମିକ ମୃତ୍ୟୁ…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ଖବର ଭାଇରାଲ ହେଉଛି | ଆଉ ଯାହାକୁ ଶୁଣିବା ପରେ ସମସ୍ତଙ୍କ ମନରେ ଦୁଃଖର କଳା ବାଦଲ ଘଡ଼ାଇ ହୋଇ ଯାଇଛି | କାରଣ ବିଶିଷ୍ଠ କଣ୍ଟଶିଳ୍ପୀ ନିର୍ମଳା ମିଶ୍ର ଆଉ ଆମ ଗହଳରେ ନାହିଁ | ସମସ୍ତଙ୍କ ପର କରି ପରଲୋକ କୁ ଚାଲିଯାଇଛନ୍ତି ସେ | ତେବେ ଆସନ୍ତି ବନ୍ଧୁଗଣ ସେହି ମହାନ ବ୍ୟକ୍ତିତ୍ୱ ଙ୍କ ବିଷୟରେ ଅଧିକ କିଛି ଆଲୋଚନା କରିବା ଓ ସମ୍ପୂର୍ଣ୍ଣ ଘଟଣାଟି ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି କି ବରିଷ୍ଠ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର ଙ୍କର ଆଜି ପର ଲୋକ ହୋଇଯାଇଛି, ତେବେ ସେ କୋଲିକତା ରେ ଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି ବୋଲି ଯାହା ସୂଚନା ମିଳିଛି | ତେବେ ଓଡ଼ିଆ ଚଳଚିତ୍ର ଦୁନିଆ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ରହିଥିଲା | ବହୁତ ଗୁଡିଏ ଓଡ଼ିଆ ଚଳଚିତ୍ର ରେ ନିର୍ମଳା ମିଶ୍ର କଂଣ୍ଠଦାନ କରି ବହୁତ ସୁନାମ ମଧ୍ୟ ସିଏ ହତେଇ ଥିବାର ନଜର ଆସିଥିଲେ | ତାହା ସହିତ ସେ ବହୁତ ବଙ୍ଗଳା ଗୀତ ବି ଗାଇଥିଲେ |

ତେବେ ବରିଷ୍ଠ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର ଙ୍କର ଜନ୍ମ 1938 ମସିହା ଅକ୍ଟୋବର 21 ରେ ହୋଇଥିଲା | ଆଉ 81 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି | ତେବେ 60-70 ଦଶକରେ ସେ ବହୁତ ଫ୍ଲିମ ରେ ଗୀତ ଗାଇବା ସହିତ ଅନେକ ଓଡ଼ିଆ ଓ ବେଙ୍ଗଲୀ ଫିଲ୍ମ ରେ ଅଭିନୟ ମଧ୍ୟ କରିଥିବାରୁ ନଜର ଆସିଥିଲେ ସେହି ଜଣା ଶୁଣା ଚେହେରା ନିର୍ମଳା ମିଶ୍ର |ତେବେ ସେ ସଂଗୀତ ସୁଧାକର ବାଳ କୃଷ୍ଣ ଦାଶ ଆୱାର୍ଡ ମଧ୍ୟ ପାଇଛନ୍ତି |ତେବେ ସେହି ଭଳି ଜଣେ ମହାନ ମହିଳା ଙ୍କର ଆଜି ଦେହାନ୍ତ ହୋଇଛି |

ତେବେ ସେ ଅନୁତପ୍ତ, କିଏ କାହାର, ଅଜଣା ବାଟ,ଅଦିନ ମେଘ ଏମିତି ଅନେକ କାଳଜୟୀ ଫ୍ଲିମ ରେ କଣ୍ଠଦାନ କରିକି ବହୁତ ପ୍ରଶଂସା ର ମଧ୍ୟ ଶିକାର ହେଇଛନ୍ତି ସେ |ତେବେ ସେ 1960 ରେ ସେ ପ୍ରଥମେ ଗୀତ ଗାଇବା ଆରମ୍ଭ କରିଥିଲେ |ସଂଗୀତ ନିର୍ଦେଶକ ବାଳ କୃଷ୍ଣ ପ୍ରଥମ ଥର ପାଇଁ ତାଙ୍କ ସହିତ କାମ କରିଥିଲେ 1960 ରେ |ଶ୍ରୀ ଲୋକନାଥ ଯେଉଁ ଫ୍ଲିମ କୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି ତାହା ପାଇଁ ମଧ୍ୟ ଗୀତ ଗାଇଥିଲେ |ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି ଯାହା ସାରା ଅଲିଉଡ଼ ପାଇଁ ବଡ଼ ଦୁଃଖର କଥା | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.