Fastest Odhisha News

ଜଣେ ମହିଳା ତାଙ୍କ ଶ୍ୱଶୁର ଙ୍କ ବିରୋଧରେ ଅତ୍ୟାଚାର ର ଆରୋପ

0

ମାଧବନଗର ଥାନା ଅନ୍ତର୍ଗତ କେମ୍ପ ନିବାସୀ ଜଣେ ମହିଳା ତାଙ୍କ ଶ୍ୱଶୁର ଙ୍କ ବିରୋଧରେ ଅତ୍ୟାଚାର ର ଆରୋପ ଆଣିବା ପରେ ପୋଲିସ ତାଙ୍କୁ ପଚରାଉଚରା ପାଇଁ ଥାନା ଆଣି ଘଟଣା ବିଷୟରେ ପଚାରୁ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ହାର୍ଟ ଆଟାକ୍ ରେ ତାଙ୍କର ମୃତ୍ୟୁ ଘଟିଛି ଯାହା ଡାକ୍ତରୀ ସୂତ୍ରରୁ ଜଣା ପଡିଛି।ତେବେ ଏହି ଘଟଣା ଉକ୍ତ ଅଞ୍ଚଳରେ ଏକ ବିସ୍ମୟ ଭାବରେ ସମସ୍ତଙ୍କୁ ଚକିତ କରିଚି। କେତେବେଳେ ଏତେ ସବୁ ଘଟଣା ଘଟିଗଲା ତାହାକୁ ନେଇ ସ୍ଥାନୀୟ ଅଧିବାସୀ ମାନେ ଏବେ ଚିନ୍ତା ରେ ରହିଛନ୍ତି।ଏହି ଘଟଣା ମାଧବନଗର୍ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।ଏହା ପରେ ପୋଲିସ ଅଭିଯୁକ୍ତ ଶ୍ବଶୁର ନାମରେ କେଶ୍ ଫାଇଲ କରିଛି। ଜାଣନ୍ତୁ ପୁରା ଘଟଣା କଣ ରହିଥିଲା।

ସତରେ କଣ ବଦଳି ଯାଇଛି ଏହି ଦୁନିଆ। ସମ୍ପର୍କର ମୂଲ୍ୟ ଏଠାରେ କିଛି ନାହିଁ। ବାପ ଝିଅ ର ସମ୍ପର୍କ ସହିତ ସାମଞ୍ଜସ୍ୟ ରଖୁଥିବା ଶ୍ବଶୁର ବୋହୂ ସମ୍ପର୍କ ରେ ଏହି ଭଳି ଭାବରେ ତିକ୍ତତା ସମାଜକୁ ଏକ ଭିନ୍ନ ଦିଗକୁ ନେଇ ଯାଉଛି। ଯାହା ସମସ୍ତଙ୍କୁ ବାଧ୍ୟ କରୁଛି ସମ୍ପର୍କ କୁ ପରଖି ବିଶ୍ୱାସ କରିବା ପାଇଁ।ତେବେ ଆଜିର ସମାଜ ରେ କାହାର ପ୍ରବୃତ୍ତି ଜାଣିବା ସମ୍ଭବ ନୁହଁ ।

सतना: रिटायर्ड IAS अफसर पर बहू का आरोप; पति नपुंसक था तो ससुर ने रेप की  कोशिश की, 7 लाख और फॉर्च्यूनर कार मांग रहे | Satna: Retired IAS officer  accused of

କାହା ମନରେ କଣ୍ ଅଛି ଜାଣିବା କଷ୍ଟକର।କିନ୍ତୁ ଏହି ସମ୍ପର୍କ ରେ ମଧ୍ୟ ଏବେ କଳଙ୍କ ର ଟିପା ଲାଗିବାରେ ଲାଗିଛି। ଯାହା ଏହି ସଭ୍ୟ ଶିକ୍ଷିତ ସମାଜ ପାଇଁ ଏକ କୁଠାରାଘାତ ସଦୃଶ ଅଟେ।ଏହି ଭଳି ଘଟଣା ଘଟିଛି ରାଜପୁର ଥାନା କ୍ଷେତ୍ରରେ। ଏହି ଘଟଣାରେ ପୁତ୍ରବଧୂ ଆଣିଛି ଏକ ସଙ୍ଗୀନ ଅଭିଯୋଗ ନିଜ ଶ୍ବଶୁର ନାମରେ ଯେ ତାଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରିଛନ୍ତି।ଏହି ଘଟଣା ପରେ ଅର୍ଥାତ୍ ବୋହୂ ର ପୋଲିସ ନିକଟରେ ପ୍ରତ୍ୟକ୍ଷ ଅଭିଯୋଗ ପରେ ଘଟିଛି ଏକ ଅଭାବନୀୟ ଘଟଣା।

ଶ୍ବଶୁର ଙ୍କୁ ଆସିଲା ହାର୍ଟ ଆଟାକ୍- ଯେତେବେଳେ ଅଭିଯୋଗ ପାଇ ପୋଲିସ ଶ୍ବଶୁର କୁ ଥାନା କୁ ଡାକିଲା, ସେତେବେଳେ ଖବର ପାଇ ଶ୍ବଶୁର ହାଜର ହେଲେ ଏବଂ ବୋହୂ ଆଗରେ ପୋଲିସ୍ ତାଙ୍କୁ ପଚରା ଉଚରା କରିଥିଲା।ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ତାଙ୍କୁ ହସ୍ପିଟାଲ୍ ନେବା ସମୟରେ ସେ ମୃତ୍ୟୁ ବରଣ କରିଥିଲେ। ଡାକ୍ତର କହିଥିଲେ ତାଙ୍କୁ ହାର୍ଟ ଆତକ୍ ଆସିଥିଲା।ଏହା ସହ ଏହା ମଧ୍ୟ ଜଣା ପଡିଥିଲା କି ଶ୍ବଶୁର ଜଣଙ୍କ ମାନସିକ ଚିନ୍ତା ରେ ରହୁଥିଲେ ଏବଂ ଅନେକ ସମସ୍ୟା ଦେଇ ନିଜକୁ ନିୟନ୍ତ୍ରିତ କରୁଥିଲେ। ମୃତ୍ୟୁ ପରେ ତାଙ୍କ ଶବ କୁ ପୋଷ୍ଟ ମାଟମ ପାଇଁ ପଠା ଯାଇଛି।

Leave A Reply

Your email address will not be published.